Latest Odisha News

BREAKING NEWS

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ: ୪ ଘଣ୍ଟା ବିଳମ୍ବରେ ଛାଡ଼ିଲା ଟ୍ରେନ

ଭୁବନେଶ୍ୱର: ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ । ଏହି କାରଣରୁ ନୂଆଦିଲ୍ଲୀରୁ ପୁରୀ ଯାଉଥିବା ୧୨୮୦୧ ନମ୍ବର ଟ୍ରେନଟି ମିର୍ଜାପୁର ଷ୍ଟେସନଠାରେ ଅଟକି ରହିଥିଲା । ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ସ୍ଥିତିକୁ କାବୁ କରିବା ପାଇଁ…

୫ ମହଲା ବାଲକୋନି ଗ୍ରିଲରେ ଫସିଗଲା ଶିଶୁ, ଉଦ୍ଧାର କଲେ ପଡ଼ୋଶୀ

ଚୀନ୍‌: ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳେ, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ତାକୁ ଯିଏ ଦେଖିଛି ସେ ଭଗବାନଙ୍କୁ ଡ଼ାକିଛି । କାରଣ ଜଣେ ୨ ବର୍ଷ ପିଲା ୫ ମହଲା ବିଶିଷ୍ଟ ଘରର ବାଲକୋନି ଗ୍ରୀଲରେ ଫସିଯାଇଥିଲା । ଏପରି ଝୁଲି…

ବାହୁବଳୀ ଶିଶୁ: ଓଜନ ବୃଦ୍ଧି ଦେଖି ଡାକ୍ତର ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଜନ୍ମ ସମୟରେ ଗୋଟେ ପିଲାର ଓଜନ କେତେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଅନେକ ପିଲା ଜନ୍ମ ବେଳେ ଓଜନ କମ୍ ହେତୁ ସେମାନେ ବିଭିନ୍ନ ରୋଗକ୍ଷହ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । କିନ୍ତୁ ଆପଣଙ୍କୁ ଏକ ଶିଶୁ ବିଷୟରେ କହିବୁ ଯିଏ ତା ବୟସ ଅନୁସାରେ ଦୁଇଗୁଣ ଓଜନ ଅଧିକ । ଏପରି ଓଜନ…

ଦେହରେ ନିଆଁ ଲଗାଇ କରୁଥିଲେ ରିଲ୍ସ, ଜଳିଗଲା ପୂରା ଶରୀର

ନ୍ୟୁୟର୍କ: ଆଜିର ଯୁବପିଢୀଙ୍କୁ ରିଲ୍‌ସ ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ ବନାଉଛନ୍ତି । କେବଳ ଶୀଘ୍ର ପ୍ରସିଦ୍ଧ ହେବା ପାଇଁ ସେମାନେ ଏପରି ଷ୍ଟଣ୍ଟ କରୁଛନ୍ତି, ଯାହା ତାଙ୍କୁ ବିପଦରେ ପକାଉଛି । ନିକଟରେ ଆମେରିକାରେ ଜଣେ ଯୁବକ ରିଲ୍ସ କରୁଥିବା ବେଳେ…

ସ୍ୱାମୀ ନୁହେଁ ବରଂ ବାପା ହେବାକୁ ଚାହୁଁଥିଲି

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ୍ ଖାନ୍ ଚର୍ଚ୍ଚାରେ ଅଛନ୍ତି । ପ୍ରାରମ୍ଭରେ ଏହି ଫିଲ୍ମ୍ରଟି ବ୍ୟବସାୟ ଅଧିକ ନ ଥିଲେ ମଧ୍ୟ ପରେ ବହୁତ ଲାଭ କରିଥିଲା । ନିକଟରେ ସଲମାନ ଆପ୍ କି ଅଦାଲତରେ ପହଞ୍ôଚଥିଲେ,…

ଶୁକ୍ରାଣୁ ପ୍ରଦାନ କରି ୫୫୦ ସନ୍ତାନର ବାପା ହେଲେ ବ୍ୟକ୍ତି : ଏବେ କୋର୍ଟ ଲଗାଇଛନ୍ତି ପ୍ରତିବନ୍ଧକ

ନେଦରଲ୍ୟାଣ୍ଡ: ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୁଅନ୍ତି । କିନ୍ତୁ ସେମାନେ ଦେଖନ୍ତି ନାହିଁ ଯେ, ସେମାନଙ୍କର କାର୍ଯ୍ୟ ନୈତିକ, ସାମାଜିକ ଏବଂ ଆଇନଗତ ଭାବରେ ଠିକ୍ କି ନୁହେଁ । ଅର୍ଥର ଲୋଭ ହେତୁ ଲୋକମାନେ ଅଜବ କାର୍ଯ୍ୟ କରି ବସନ୍ତି ଏବଂ ପରେ ଅସୁବିଧାରେ…

ଦାମି କାର ଚଲାଉଥିଲେ, ଛାଡ଼ପତ୍ର ପରେ ଏବେ ପାଲଟିଗଲେ ଟ୍ୟାକ୍ସି ଡ଼୍ରାଇଭର

ନ୍ୟୁୟର୍କ: ଭାଗ୍ୟ କେତେବେଳେ କାହାର କ’ଣ ହେବ କେହି କହିପାରିବେ ନାହିଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଦିନେ ଯେଉଁ ମହିଳା ଦାମି କାର ଚଲାଉଥିଲେ, ଏବେ ସେ ଟ୍ୟାକ୍ସି ଡ଼୍ରାଇଭର ପାଲଟି ଯାଇଛନ୍ତି । ନ୍ୟୁୟର୍କର ନାନେଟ୍ ହାମୋଣ୍ଡ ଜଣେ ଜଣାଶୁଣା ମଡ଼େଲ । ସେ ଜଣେ ଧନୀ…

ଏମିତି ଦୋକାନ: ଯେଉଁଠି ମିଳେ ୫ ଫୁଟ ଲମ୍ବର ଦୋସା, ସେନା କର୍ମଚାରୀଙ୍କୁ ମାଗଣା

ପୁଣେ : ଇଡ୍‌ଲି, ମସାଲା ଦୋସା, ବରା-ସମ୍ବର ହେଉଛି ଦକ୍ଷିଣ ଭାରତୀୟ ଖାଦ୍ୟ । କିନ୍ତୁ ମହାରାଷ୍ଟ୍ରରେ ଏହାକୁ ବହୁତ ପସନ୍ଦ କରାଯାଏ । ବିଶେଷକରି ପୁଣେରେ ଏହି ଖାଦ୍ୟଗୁଡ଼ିକ ପ୍ରାୟ ପ୍ରତ୍ୟେକ ଦୋକାନରେ ଉପଲବ୍ଧ । ପୁଣେ ସହରରେ ଅନେକ ଦକ୍ଷିଣ ଭାରତୀୟ ଖାଦ୍ୟ ହୋଟେଲ ଅଛି । ଇଡଲି, ଦୋସା, ବରା…

ଏକାଠି ନଜର ଆସିଲେ ରେଖା-କବୀରବେଦୀ: ପ୍ରଶଂସକଙ୍କ ମନେ ପଡ଼ିଗଲା ‘ଖୁନ ଭରି ମାଙ୍ଗ’ର କୁମ୍ଭୀର ଦୃଶ୍ୟ

ମୁମ୍ବାଇ : ଏକାଠି ନଜର ଆସିଲେ ଅଭିନେତ୍ରୀ ରେଖା ଓ ଅଭିନେତା କବିର ବେଦୀ । ନିକଟରେ ଆୟୋଜିତ ଫିଲ୍ମଫେୟାର ଆୱାର୍ଡ କାର୍ଯ୍ୟକ୍ରମରେ ଉଭୟ ଏକାଠି ନଜର ଆସିଥିଲେ । ପରେ ଫଟୋଗ୍ରାଫରମାନଙ୍କୁ ଏକାଠି ଫଟୋ ପୋଜ ବି ଦେଇଥିଲେ, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ଅଭିନେତା କବୀର…

ହଜ୍‌ବ୍ୟାଣ୍ଡ ଡ଼େ କେୟାର: ସ୍ୱାମୀଙ୍କୁ ଏଠାରେ ଛାଡି ଜୀବନକୁ ଉପଭୋଗ କରନ୍ତୁ

ଚୀନ୍‌: ଆଜିକାଲି ଦୁନିଆରେ ବାପାମାଆ ଚାକିରି କରୁଥିବାରୁ ସେମାନଙ୍କ ପିଲାମାନଙ୍କୁ ଡ଼େ କେୟାରରେ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏହା ସମସ୍ତେ ଜାଣିଥିବେ । କିନ୍ତୁ ହଜବ୍ୟାଣ୍ଡ ଡ଼େ କେୟାର ଥିବା କେବେ ଶୁଣିଛନ୍ତି ? ଆପଣ ଏହା ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସତ । ସୋସିଆଲ ମିଡିଆରେ…