Latest Odisha News

BREAKING NEWS

ପାରାରାଜୀଙ୍କ ପ୍ରଶ୍ନରେ ରାଗିଗଲେ ପରିଣୀତି: କହିଲେ ଆପଣମାନେ ପାଗଳ ହୋଇଯାଇଛନ୍ତି

ମୁମ୍ବାଇ: କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…

ସୁନ୍ଦରୀ ଯୁବତୀ ବେଶରେ ସଜ୍ଜିତ ହେଲେ ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଶାରୀରିକ ଗଠନ ଭିନ୍ନ ଭିନ୍ନ । କିନ୍ତୁ କିଛି ଲୋକ ଏହି ପାର୍ଥକ୍ୟକୁ ହଟାଇବା ପାଇଁ କିଛି ବି କରିପାରନ୍ତି । ଏବେ ଜଣେ ଯୁବକ ନିଜକୁ ଯୁବତୀ ବେଶରେ ସଜ୍ଜେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ମୋତେ ଚ୍ୟାଲେଞ୍ଜିଂ ଚରିତ୍ର ବହୁତ ପସନ୍ଦ: ଶେହନାଜ ଗିଲ୍

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି ଜାନ\' ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ଏହି ଫିଲ୍ମରେ ସଲମାନଙ୍କ ସହ ଅଭିନୟ କରିଥିବା ଶେହନାଜ୍ ଗିଲ୍ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଏଥିରେ ଶେହନାଜ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ଶେହନାଜଙ୍କ…

ବିଶ୍ୱ କଲ୍ୟାଣ ପାଇଁ ତପସ୍ୟା : ଚାରିପଟେ ନିଆଁ ଜାଳି ଡ଼ହ ଡ଼ଡ ଖରାରେ ବସିଲେ ସାଧୁ

ଉଦୟପୁର: ଏପ୍ରିଲ ମାସରେ ପ୍ରବଳ ଖରା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ରାଜସ୍ଥାନରେ ଏବେ ଜଣେ ସାଧୁ ବିଶ୍ୱର କଲ୍ୟାଣ ପାଇଁ ଡ଼ହ ଡ଼ହ ଖରାରେ ବସି ତପସ୍ୟା କରିବା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନ ଉଦୟପୁରର ଜାଡ଼ୋଲ ଉପଖଣ୍ଡ ଖାଗଡ଼ ଗାଁରେ ରହିଛି ଗୋପେଶ୍ୱର ମହାଦେବ…

ଦାମୀ ଘର କିଣିଲେ ଆଲିଆ: ଭଉଣୀଙ୍କୁ ଦେଲେ ଉପହାର

ମୁମ୍ବାଇ: ଭଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଚଳିତ ମାସରେ ଆଲିଆ ମୁମ୍ବାଇରେ ଦୁଇଟି ଘର କିଣିଛନ୍ତି । ଗୋଟିଏ ଘରକୁ ସେ ତାଙ୍କ ସାନ ଭଉଣୀଙ୍କୁ ଉପହାର ଦେଇଥିବା ବେଳେ ଆଉ ଗୋଟିଏ ଘର ସେ ନିଜ ପ୍ରଡ଼କ୍ସନ ହାଉସ ନାଁରେ କିଣିଛନ୍ତି । ଆଲିଆ ମୁମ୍ବାଇର…

ମାଆ-ଝିିଅଙ୍କ ମଧ୍ୟରେ ୨୫ ବର୍ଷର ପାର୍ଥକ୍ୟ : ଏବେ ଦେଖିବାକୁ ପୁରା ଯାଆଁଳା

ପର୍ତ୍ତୁଗାଲ: ସାଧାରଣତଃ ପିଲାମାନେ ନିଜ ବାପାମାଆ କିମ୍ବା ପରିବାରର ସଦସ୍ୟଙ୍କ ଚେହେରା ପରି ହୋଇ ଜନ୍ମ ନେଇଥାନ୍ତି । ପିଲାଙ୍କ ବୟସ ବଢିବା ପରେ ସେମାନେ ବାପାମାଆଙ୍କ ପରି ଅବିକଳ ଦେଖାଯାନ୍ତି । ଏବେ ସେମିତି ଏକ ମାଆଝିଅଙ୍କ ମଧ୍ୟରେ ବୟସର ପ୍ରାର୍ଥକ୍ୟ ୨୫ ବର୍ଷ ହୋଇଥିଲେ ମଧ୍ୟ ସେମାନେ…

କପିଲ ଶର୍ମା ଶୋ’କୁ ଫେରିଲେ ‘ସପନା ଦିଦି’

ମୁମ୍ବାଇ: ଛୋଟ ପରଦାର ସବୁଠାରୁ ବେଶୀ ଲୋକପ୍ରିୟ ଶୋ’ ‘ଦି କପିଲ ଶର୍ମା ଶୋ' କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କିଛି ଦିନ ପୂର୍ବରୁ ଏହି ଶୋ ଜୁନ୍ ମାସରେ ବନ୍ଦ ହେବାକୁ ଯାଉଛି ବୋଲି ଆଲୋଚନା ହୋଇଥିଲା । କପିଲ ନିଜେ ଏହି ଗୁଜବ ଉପରେ ସ୍ପଷ୍ଟ କରିଥିଲେ ଯେ ଏପର୍ଯ୍ୟନ୍ତ ଏ ନେଇ କିଛି…

୬ ମାସର ଶିଶୁକୁ ଧରି ମାରାଥନରେ ଦୌଡ଼ିଲେ ମହିଳା : ଲୋକେ କହିଲେ ସୁପରମମ୍

ଚୀନ୍‌: ସାଧାରଣତଃ ଯେତେବେଳେ ଜଣେ ମହିଳା ମାଆ ହୁଅନ୍ତି ସେତେବେଳେ ଡ଼ାକ୍ତର ମାଆ ଓ ଶିଶୁକୁ କିଛି ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥାନ୍ତି । କର୍ମଜୀବୀ ମହିଳାମାନେ ୩ ମାସ କିମ୍ବା ୬ମାସ ପରେ ଶିଶୁକୁ ଛାଡ଼ି କର୍ମକ୍ଷେତ୍ରକୁ ଯିବା ପାଇଁ ବାଧ୍ୟ ହୁଅନ୍ତି । କିନ୍ତୁ ଜଣେ ମହିଳା ୬ ମାସର…

ରାମଚରଣଙ୍କ ପାର୍ଟିରେ ସାମିଲ ହେଲେ ଆଲୁ ଅର୍ଜୁନ, ସାନିଆ ମିର୍ଜା

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମଚରଣ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହି ଖୁସିରେ ସେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ସାଉଥର ବହୁ ଅଭିନେତା ଅଭିନେତ୍ରୀଙ୍କ ସହ ପ୍ରଯୋଜକ ଓ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଏହି ପାର୍ଟିରେ ଅଭିନେତା ଆଲୁ ଅର୍ଜୁନ,ଟେନିସ ଖେଳାଳି…

ମହିଳା ପାଣି ବଦଳରେ ପେଟ୍ରୋଲରେ ଧୋଇଲେ କାର

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏମିତି ବି କିଛି ଭିଡ଼ିଓ ଦେଖିବାକୁ ମିଳେ,ଯାହା ଆପଣଙ୍କୁ ହସାଇଥାଏ । ତଥାପି, ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖାଯାଏ, ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଜଣେ ମହିଳା ନିଜ କାରକୁ ପାଣି ବଦଳରେ…