Latest Odisha News

BREAKING NEWS

ସରକାରଙ୍କ ଅଜବ ନିୟମ : ମୋଟା ଲୋକ ସମୁଦ୍ରରୁ ଧରି ପାରିବେ ନାହିଁ ମାଛ

ବ୍ରିଟେନ୍‌: ସମୁଦ୍ରକୂଳରେ ବସବାସ କରୁଥିବା ଲୋକେ ସାଧାରଣତଃ ମାଛ ଧରି ପରିବାର ଚଳାଇଥାନ୍ତି । ଏହି ମତ୍ସ୍ୟଜୀବୀମାନେ କେବଳ ରାତିରେ ସମୁଦ୍ରକୁ ଯାଆନ୍ତି । ରାତିସାରା ଜାଲ ପକାଇ ମାଛ ଧରିବା ପରେ ସକାଳେ ତାକୁ ବିକ୍ରି କରିଥାନ୍ତି । କିନ୍ତୁ ବ୍ରିଟେନ୍ ସରକାର ଏହି ମତ୍ସ୍ୟଜୀବୀଙ୍କ ପାଇଁ ନୂତନ…

ନିଜ ଝିଅ ଭଳି ଦେଖାଯାଉଥିବା ଯୁବତୀଙ୍କୁ ବିବାହ କଲେ ବ୍ୟକ୍ତି : ଲୋକେ କଲେ ସମାଲୋଚନା

କଥାରେ ଅଛି, ପ୍ରେମର କିଛି ସୀମା ସରହଦ ନାହିଁ । ଏକଥା ସତ ଯେ, କାହାସହିତ କେତେବେଳେ ପ୍ରେମ ହୋଇଯିବ ତାହା ସମସ୍ତ୍‌ଙ୍କୁ ଅଜଣା । ଏମିତି କି ସାମାଜିକ ଚଳଣିରେ ଗ୍ରହଣୀତା ନ ଥିବା ଅନେକ ଦିଗକୁ ପ୍ରେମ କାରଣରୁ ଅଣଦେଖା କରିବାକୁ ପଡ଼ିଥାଏ । ଆମେ କହିବାକୁ ଚାହୁଁଥିବା କାହାଣୀରେ ପ୍ରେମୀଯୁଗଳ…

କନ୍ୟାକୁ ଦେଖି ବର ପାଗଳ, ଏମିତି ନାଚିଲେ ଲୋକେ କହିଲେ ଜୋକର

ବାହାଘର ପାଇଁ ଉଭୟ ବର ଓ କନ୍ୟା ପକ୍ଷରୁ ଦେଖାଚାହାଁ ହେଲା । ଜ୍ୟୋତିଷ ଡ଼କାଇ ଲଗ୍ନ ମଧ୍ୟ ଧାର୍ଯ୍ୟ ହେଲା । ଆଉ ଶେଷକୁ ଆସିଲା ସେହି ସ୍ମରଣୀୟ ଦିନ । ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ରୋଷଣୀ କରି କନ୍ୟାଘରେ ପହଞ୍ôଚଲେ ବରପକ୍ଷ । ଆଉ ଏହି ସମୟରେ ଆଖି ଖୋଜୁଥିବା ଚେହେରା ଉପରେ ବରର ନଜର ଆସିଲା…

ମାଛ ଧରୁଥିବା ବେଳେ ଡ଼ଙ୍ଗାରେ ଚାଲିଗଲା ପତିଙ୍କ ଜୀବନ, ସମୁଦ୍ରରେ ୭ଦିନ ମୃତଦେହକୁ ଧରି ବୁଲିଲେ ପତ୍ନୀ

ବ୍ରାଜିଲ: କୁହାଯାଏ, ବିବାହ ହେଉଛି ପବିତ୍ର ବନ୍ଧନ । ଏହା ସାତ ଜନ୍ମର ବନ୍ଧନ । ଉଭୟ ଉଭୟଙ୍କୁ ମରିବା ପର୍ଯ୍ୟନ୍ତ ଦୁଃଖସୁଖରେ ସାଙ୍ଗ ହୋଇ ରହିବାକୁ ଶପଥ ନେଇଥାନ୍ତି । କେବଳ ଭାରତୀୟ ସଂସ୍କୃତି ନୁହେଁ, ସବୁଠି ଏହି ମାନସିକତା । ବ୍ରାଜିଲର ଏମିତି ଜଣେ ମହିଳା ଯିଏକି ସମୁଦ୍ର ମଝିରେ…

ଏଠି ଦାମୀ କାରରେ ଆସି ଭିକ ମାଗନ୍ତି ଭୀକାରୀ

ଲଣ୍ଡନ: ସାଧାରଣତଃ ଭିକାରୀମାନେ ମନ୍ଦିର ଆଗରେ, ଦୋକାନବଜାର, ଘର ଘର ବୁଲି ଭିକ ମାଗିଥାନ୍ତି । ଆଉ ସେମାନଙ୍କ ପୋଷାକରୁ ଜଣାପଡ଼ନ୍ତି ଯେ ସେମାନେ ଭିକାରୀ । ସେମାନେ ଭଙ୍ଗାଦଦରା ଘର ବା ପଲିଥିନ ତଳେ କିମ୍ବା ରାସ୍ତା କଡ଼ରେ ରହିଥାନ୍ତି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ ଲଣ୍ଡନରେ ।…

ଏକାଠି ନଜର ଆସିବେ ଶାହିଦ-କିର୍ତ୍ତୀ: ରିଲିଜ୍ ହେଲା ପୋଷ୍ଟର

ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଶାହିଦ କପୁର ତାଙ୍କ ଫିଲ୍ମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ଗତ ଫେବୃଆରୀରେ ଶାହିଦଙ୍କ ୱେବ୍ ସିରିଜ୍ ‘ଫର୍ଜି' ରିଲିଜ୍ ହୋଇଥିଲା । ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଜ ଜରିଆରେ ଶାହିଦ କପୁର ଓଟିଟିରେ ଡେବ୍ୟୁ କରିଛନ୍ତି । ଆଗକୁ…

ପ୍ରଯୋଜକ ବୋନି କପୁରଙ୍କ କାରରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ରୂପା ସାମ୍ରଗୀ

କର୍ଣ୍ଣାଟକ: କର୍ଣ୍ଣାଟକର ଦାବଣଗେରେ ଉପକଣ୍ଠ ଅନ୍ତର୍ଗତ ହେବ୍ୱାଲୁ ଟୋଲ୍ ନିକଟ ଚେକ୍‌ପୋଷ୍ଟ୍‌ରେ ବଲିଉଡ଼ ପ୍ରଯୋଜକ ବୋନି କପୁରଙ୍କ କାରରୁ ୪୦ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ଜବତ କରାଯାଇଛି । ଏହି ସବୁ ସାମଗ୍ରୀକୁ ଭାରତର ନିର୍ବାଚନ କମିଶନ ଜବତ କରିଛନ୍ତି । ଏହି ଘଟଣାରେ ପୋଲିସ ଦାବଣଗେରେ…

ନମାଜ ପାଠ ବେଳେ ଇମାମଙ୍କ କାନ୍ଧରେ ବସିଲା ବିଲେଇ

ଆଲଜେରିଆ : ପବିତ୍ର ରମଜାନ ମାସ ଚାଲିଛି । ଏହି ଅବସରରେ, ସମଗ୍ର ବିଶ୍ୱରେ ଇସଲାମର ଅନୁଗାମୀମାନେ ଉପବାସ ରହିବା ସହ ଏକାଠି ନମାଜପାଠ କରିଥାନ୍ତି । ଆଜିକାଲି ମୁସଲମାନମାନଙ୍କ ରମଜାନ ଏବଂ ଇଫତାର ସମ୍ବନ୍ଧୀୟ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, କିନ୍ତୁ ନିକଟରେ ଏକ ଭିଡିଓ…

ବିବାହର ୧୦ ବର୍ଷ ପରେ ମା’ ହେଲେ ଅଭିନେତ୍ରୀ ନେହା

ମୁମ୍ବାଇ: ଟିଭି ଧାରାବାହିକ ‘ବାଳିକା ବଧୁ' ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ମାଆ ହୋଇଛନ୍ତି । ଶୁକ୍ରବାର ମୁମ୍ବାଇର ଏକ ଘରୋଇ ହସପିଟାଲରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ନେହାଙ୍କର ପ୍ରି ମେଚ୍ଚୋର ଡ଼େଲିଭରୀ ହୋଇଛି । ବିବାହର ୧୦ ବର୍ଷ ପରେ ମାଆ ହୋଇଥିବାରୁ…

ସିରିଏଲ ନାଗିନ୍ ୬ ରୁ ବିଦାୟ ନେଲେ ତେଜସ୍ୱୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ଧାରାବାହିକ ‘ନାଗିନ୍ ୬' ରୁୁ ବିଦାୟ ନେଇଛନ୍ତି । ଏଥିରେ ତେଜସ୍ୱୀଙ୍କ ଅଭିନୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ସେଥିଲାଗି ସେ ପ୍ରତ୍ୟେକ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେଜସ୍ୱୀ ଅନ୍ୟ ଏକ…