Latest Odisha News

BREAKING NEWS

ଝିଅଙ୍କୁ ଧରି ପ୍ରଥମ ଥର ଭାରତ ଆସିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ତାଙ୍କ କୁନି ଝିଅ ମାଲ୍‌ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବି ଆସିଛନ୍ତି । ମାଲ୍‌ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ପ୍ର୍ରିୟଙ୍କା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ…

କୁନି ଲେଖକ: ୪ ବର୍ଷ ବୟସରେ ବହି ଲେଖି ଚର୍ଚ୍ଚାରେ

ଆବୁଧାବି: କୁହାଯାଏ ବଡ଼ ଲୋକଙ୍କ ତୁଳନାରେ ଛୋଟ ପିଲାମାନଙ୍କର ସ୍ମୃତିଶକ୍ତି ପ୍ରଖର । ବିଶେଷକରି ଜନ୍ମରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଦୃତଭାବେ ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ । ଏହିସମୟ ଭିତରେ ସେମାନେ ଅଧିକାଂଶ କଥାକୁ ମନେ ରଖିବା ସହ ଅସମ୍ଭବ କଥାକୁ ସମ୍ଭବ କରିଥାନ୍ତି ।…

ଅଟୋ ରିକ୍ସା ପାଲଟିଲା ସୌଖୀନ କାର : ବଟନ ଚିପିଲେ ଖୋଲୁଛି ଛାତ

କେରଳ: ସୌଖୀନ କାର ଚଢିବା ପାଇଁ କାହାର ବା ଆଗ୍ରହ ନ ଥାଏ । କିନ୍ତୁ ସମସ୍ତଙ୍କୁ ଏହି ସୁଯୋଗ ମିଳେ ନାହିଁ । ନିଜ ସିମୀତ ସମ୍ବଳ ଭିତରେ ଲୋକମାନେ ଗାଡ଼ି କିଣିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ତେବେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର ସୌଖୀନ କାରକୁ କିଣିବା ପାଇଁ ସମ୍ବଳ ନ ଥିବା ବେଳେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓସ୍କାର ବିଜେତା

ନୂଆଦିଲ୍ଲୀ : ଓସ୍କାର ବିଜେତା ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍‌ପର’ର ନିର୍ମାତା ଗୁନିତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକି ଗୋନସାଲଭେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ ସାକ୍ଷାତ ସମୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ…

ଦୁନିଆର ସବୁଠାରୁ ଭାରୀ ସାଇକେଲ: କାରଠାରୁ ବି ଅଧିକ ଓଜନ

ଜର୍ମାନୀ: ପିଲାଦିନେ ପ୍ରତ୍ୟେକ ପିଲାଙ୍କୁ ସାଇକେଲ ଚଲାଇବାକୁ ଶିକ୍ଷା ଦିଆଯାଏ । କାରଣ ସେ ବଡ଼ ହେଲେ ବାଇକ୍ ବା କାର ଚଲାଇ ପାରିବ । କିନ୍ତୁ ଏବେ ଜଣେ ବ୍ୟକ୍ତି ଏମିତି ଏକ ସାଇକେଲ ନିର୍ମାଣ କରିଛନ୍ତି, ଯାହାକୁ ଛୋଟ ପିଲା ଚଲାଇବା ତ ଦୂରର କଥା ଦେଖିକି ଡ଼ରିଯିବେ । ଯାହାର ଓଜନ କାରଠାରୁ ବି…

ବନ୍ଧୁ ହେବ ତ ଏମିତି: ସାଙ୍ଗର ପ୍ରତିଶୃୃତି ପାଇଁ ଟେଣ୍ଟରେ ୩ ବର୍ଷ

ବ୍ରିଟେନ: ଆପଣ ବନ୍ଧୁତ୍ୱର ଅନେକ ଉଦାହରଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଜଣେ ୧୦ ବର୍ଷର ବାଳକ ନିଜ ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ତମ୍ବୁରେ ୩ ବର୍ଷ ବିତାଇଛନ୍ତି । କେବଳ ଏତିକି ନୂହେଁ, ସେ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଆଦାୟ କଲେ ଯେ ଏହା ଏକ ବିଶ୍ୱ ରେକର୍ଡ…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ନୂଆ ଗୀତ : ଲୁଙ୍ଗି ଗାମୁଛାରେ ନଜର ଆସିଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତିି । ନିକଟରେ ଫିଲ୍ମର ଏକ ନୂଆ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନ ବହୁତ ସୁନ୍ଦର ଲୁକରେ ନଜର ଆସିଛନ୍ତି । ସଲମାନ ପ୍ରଥମ ଥର ପାଇଁ ଲୁଙ୍ଗି, ସାର୍ଟ ଓ ଗାମୁଛା…

ବର୍ଜ୍ୟ ସାମଗ୍ରୀରେ ନିର୍ମିତ ବିଶ୍ୱର ସବୁଠାରୁ ବଡ ବୀଣା

ଭୋପାଳ: ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ନେଇ କଳାକୃତି ନିର୍ମାଣ ହୋଇଥିବା ବେଳେ ଭୋପାଳର ଜଣେ ଶିଳ୍ପୀ ଏହାକୁ ସଠିକ୍ ପରିଚାଳନା କରି ଚର୍ଚ୍ଚିତ ହୋଇଛନ୍ତି ।…

ରାଘବଙ୍କୁ ଭେଟିବାକୁ ଭାରତ ଆସିବେ ପ୍ରିୟଙ୍କା

ମୁମ୍ବାଇ: ଆମି ଆଦମୀ ପାର୍ଟି ନେତା ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟ ଏବେ ଚର୍ଚ୍ଚାରେ ରହିଛନ୍ତି । ଅନେକ ଥର ଏଭୟ ଏକାଠି ନଜର ଆସିଛନ୍ତି । ଏହି କାରଣରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି । ଜଣାଯାଇଛି ଯେ, ରାଘବ ଓ…

ଅଜବ ପ୍ରେମ: ଯୁବକଙ୍କ ପ୍ରେମିକାକୁ ଯିଏ ଦେଖୁଛି ସେ ଡ଼ରୁଛି

କଲମ୍ବିଆ: କଥାରେ ଅଛି ପ୍ରେମ କେତେବେଳେ, କେଉଁଠି ଓ କାହାସହ ହେବ କହି ହେବ ନାହିଁ । କିନ୍ତୁ କଲମ୍ବିଆର ଜଣେ ଯୁବକ ଏମିତି ଜଣଙ୍କ ପ୍ରେମରେ ପାଗଳ ଯେ, ତାଙ୍କ ପ୍ରେମିକାକୁ ଯିଏ ଦେଖୁଛି ସେ ଡ଼ରୁଛି । ଯୁବକଙ୍କର ଏହି ଅଜବ ପ୍ରେମିକାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । କଲମ୍ବିଆରେ…