ରଜନୀକାନ୍ତ କେବେ ବି କୌଣସି ବ୍ରାଣ୍ଡ୍ ପାଇଁ କରିନାହାନ୍ତି ପ୍ରମୋଶନ
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଜେଲରକୁ ନେଇ ସାଉଥ ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ୭୨ ବର୍ଷ ବୟସରେ ମଧ୍ୟ ସେ ତାଙ୍କର କମାଲ ଦେଖାଇଛନ୍ତି । ଏବେ ବି ସେ ଏ ବୟସରେ ଫିଲ୍ମରେ କେବଳ ହିରୋ ଭୂମିକାରେ ନଜର ଆସୁଛନ୍ତି । ବଲିଉଡ୍ରେ ଏପରି ଅନେକ ଅଭିନେତା ଅଛନ୍ତି,…