Latest Odisha News

BREAKING NEWS

ପାପାରାଜିଙ୍କୁ ଦେଖି ଡରିଗଲେ ଜାହ୍ନବୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବବାଲ’ କୁ ନେଇ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଜାହ୍ନବୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ବନେଟ୍‌ରେ ବସି ରିଲ୍‌ସ କରିବା ମହଙ୍ଗା ପଡ଼ିଲା; ପୋଲିସ ଜରିମାନା ଆଦାୟ କରିବା ସହ ଜବତ କଲା ଗାଡ଼ି

ପଞ୍ଜାବ: ସୋସିଆଲ ମିଡିଆର ଏହି ଯୁଗରେ ଲୋକମାନେ ଶୀଘ୍ର ପ୍ରସିଦ୍ଧି ଲାଭ କରିବା ପାଇଁ ଏପରି କାରନାମା କରନ୍ତି ଯେ, ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ଲୋକମାନେ ନିଜର ନିରାପତ୍ତାକୁ ଭୁଲି ଯାଆନ୍ତି । ସେମାନେ ଅନ୍ୟମାନଙ୍କ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏପରି…

ହୃଦଘାତରେ ଅଭିନେତ୍ରୀଙ୍କ ସ୍ୱାମୀ ମୃତ, ବର୍ଷକ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ: ସାଉଥ ଅଭିନେତ୍ରୀ ଶ୍ରୁତି ସନ୍‌ମୁଗ ପ୍ରିୟାଙ୍କ ସ୍ୱାମୀ ଅରବିନ୍ଦ ଶେଖରଙ୍କର ଅଚାନକ ପରଲୋକ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଶ୍ରୁତି ୨୦୨୨ ମସିହା ମେ ମାସରେ ବିବାହ କରିଥିଲେ । ବିବାହକୁ ମାତ୍ର ୧ ବର୍ଷ ପୂରଣ ହେଉଣୁ ବିଧବା ହୋଇ ଯାଇଛନ୍ତି । ଅରବିନ୍ଦ…

ଅଜବ ଢଙ୍ଗରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର : କାନ୍ଦିବା ପରିବର୍ତ୍ତେ ଘରଲୋକେ ଡିଜେ ବଜାଇ ନାଚିଲେ

ଝାନସୀ: ଯଦି ଘରେ କାହାରି ମୃତ୍ୟୁ ହୁଏ, ଘରଲୋକ କାନ୍ଦିବା ସହ ପୁରା ଭାଙ୍ଗି ପଡ଼ନ୍ତି । ଏହାକୁ ନେଇ ସମ୍ପର୍କୀୟମାନେ ଶୋକପ୍ରକାଶ ମଧ୍ୟ କରିଥାନ୍ତି । ହେଲେ ଏବେ ଝାନ୍‌ସୀ ଜିଲ୍ଲାରେ ଏକ ଅନନ୍ୟ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ…

ବାଇକ୍‌ରେ ଦୁଇ ଯୁବତୀଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ହେଲେ ଦୁଇ ଯୁବତୀ ବାଇକ୍‌ରେ ଖୁଲମ୍‌ଖୁଲା ରୋମାନ୍ସ କରିବାର ଦେଖିଛନ୍ତି? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ଯୁବତୀ ବାଇକରେ ରୋମାନ୍ସ କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି…

୨୫ କିଲୋ ଓଜନ କମାଇଲେ ପାରସ ଛାବ୍ରା: ଫଟୋ କଲେ ସେୟାର

ମୁମ୍ବାଇ: ବିଗ୍ ବସ୍ ସିଜିନ୍‌୧୩ର ପ୍ରତିଯୋଗୀ ସାଜିଥିବା ଅଭିନେତା ପାରସ୍ ଛାବ୍ରା ଏବେ ଖୁବ୍ ଚର୍ଚ୍ଚାରେ । ସେ ନିଜର ୨୫ କିଲୋ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୂର୍ବରୁ ତାଙ୍କର ଓଜନ ୧୨୫କିଲୋ ଥିବା ବେଳେ ଏବେ ତାଙ୍କ ଓଜନ ହ୍ରାସ ପାଇ ୧୦୦ କିଲୋ ରହିଛି । ସେ ନିଜେ…

କାଚ ପରିି ମାଛ: ଯିଏ ଦେଖୁଛି ସିଏ ତାଜୁବ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ କି ବେଳେବେଳେ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଜୀବ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ସୋସିଆଲ ମିଡ଼ିଆରେ ଏପରି ଏକ ମାଛର ଭିଡ଼ିଓ…

୨୦ ବର୍ଷ ପରେ ପୁଣି ପରଦାକୁ ଆସିିଲା ହ୍ରିତିକ ରୋଶନଙ୍କ ‘କୋଇ … ମିଲ ଗୟା’

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଶୁକ୍ରବାର ପୁଣି ପରଦାକୁ ଆସିିଛି ବଲିଉଡ଼ର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ‘କୋଇ ... ମିଲ ଗୟା’ । ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ରାକେଶ ରୋଶନଙ୍କ ବ୍ଲକବଷ୍ଟର ଫିଲ୍ମ ‘କୋଇ ... ମିଲ ଗୟା’ ଦେଶର ୩୦ଟି ସହରରେ ପୁଣି ରିଲିଜ୍ କରାଯାଇଛି । ଫିଲ୍ମର ୨୦ତମ…

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ମନୋଜ ବାଜପେୟୀ

ମୁମ୍ବାଇ: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ଅଭିନେତା ମନୋଜ ବାଜପେୟୀ । ଫିଲ୍ମ ‘ଜୋରାମ’ ପାଇଁ ତାଙ୍କୁ ଏହି ଆୱାର୍ଡ଼ ମିଳିଛି । ଏନେଇ ମନୋଜ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ…

ସ୍କୁଲ ଯାଉଛନ୍ତି ୭୮ ବର୍ଷ ବୟସ୍କ ବୃଦ୍ଧ, ଛୋଟ ଛୋଟ ପିଲାଙ୍କ ସହ ବସି ପଢୁୁଛନ୍ତି ପାଠ

ମିଜୋରାମ: କୁହାଯାଏ ଶିକ୍ଷାଦାନ କରିବାର କୌଣସି ବୟସସୀମା ନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମିଜୋରାମର ଜଣେ ୭୮ ବର୍ଷୀୟ ବୃଦ୍ଧ । ସେ ଏହି ବୟସରେସ୍କୁଲରେ ନାମ ଲେଖାଇବା ସହ ଛୋଟ ଛୋଟ ପିଲାଙ୍କ ମେଳରେ ବସି ମଧ୍ୟ ପାଠ ପଢୁଛନ୍ତି । ଏଥିଲାଗି ତାଙ୍କୁ ୩ କିମି ରାସ୍ତା ଯିବାକୁ ବି…