Latest Odisha News

BREAKING NEWS

ଭୂସ୍ଖଳନରେ ଫସି ରହିଥିବା ଅଭିନେତ୍ରୀ ହେଲେ ଉଦ୍ଧାର

ମୁମ୍ବାଇ: ଉତ୍ତରାଖଣ୍ଡରେ ଭୂସ୍ଖଳନରେ ଫସି ରହିଥିବା ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନୂପୁର ଅଳଙ୍କାରଙ୍କୁ ଉଦ୍ଧାର କରାଯାଇଛି । ନୂପୁର କେଦାରନାଥ ଦର୍ଶନ କରିବାକୁ ଉତ୍ତରାଖଣ୍ଡ ଯାଇଥିଲେ । କେଦାରନାଥରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିଲା । ଯେଉଁଥିପାଇଁ ରାସ୍ତାରେ…

୬ ଫୁଟ ୩ ଇଞ୍ଚ ପ୍ରେମିକାକୁ ୫ ଫୁଟ୍ ୮ ଇଞ୍ଚ ପ୍ରେମିକ: ଲୋକେ ବୁଲି ବୁଲି ଚାହୁଁଛନ୍ତି

ବ୍ରିଟେନ: ଯୁବକଙ୍କର ଉଚ୍ଚତା କିଛି ବିଶେଷ ନୁହେଁ, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ଡ଼େଙ୍ଗା । ଯେତେବେଳେ ଦୁହେଁ ଏକାଠି ବାହାରକୁ ଯାଆନ୍ତି, ଲୋକମାନେ ଉପରୁ ତଳ ପର୍ଯ୍ୟନ୍ତ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବୁଲି ବୁଲି ଚାହାଁନ୍ତି । ସେମାନଙ୍କ ଉଚ୍ଚତାରେ ଏତେ ପାର୍ଥକ୍ୟ ଯେ, ଏହି ଯୋଡ଼ି ଏବେ…

ଟିଭିରେ ଘର ପାଚେରି କାନ୍ଥ ନିର୍ମାଣ

ଭିଏତନାମ: ଘର ପାଚେରି ଇଟା ଏବଂ ପଥରରେ ତିଆରି କରାଯାଇଥିବା ଦେଖିଥିବେ । କିନ୍ତୁ ଭିଏତନାମ ଦ୍ୱୀପରେ ହନ୍ ଥମ୍ ନାମକ ଏକ ଘର ଅଛି, ଯାହାର ପାଚେରି ସେହି ବାଟ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆପଣ ଭାବୁଥିବେ ଯେ, ବୋଧହୁଏ କାନ୍ଥଗୁଡ଼ିକରେ କିଛି ଅଜବ ଚିତ୍ରକଳା ଥାଇପାରେ ।…

ନିଆରା ଢଙ୍ଗରେ ସୋନୁଙ୍କ ଜନ୍ମଦିନ ପାଳିଲେ ପ୍ରଶଂସକ, ପ୍ରସ୍ତୁତ କଲେ ବିଶ୍ୱର ସବୁଠୁ ବଡ଼ ପପ୍ ଆର୍ଟ

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କୁ କିଏ ବା ନ ଜାଣେ । ଫିଲ୍ମ ପରଦାରେ ହେଉ କିମ୍ବା ବାସ୍ତବ ଜୀବନରେ । ସୋନୁ ଅସହାୟଙ୍କୁ ସାହାଯ୍ୟ କରି ଲୋକଙ୍କ ହୃଦୟ ଜିତି ପାରିଛନ୍ତିି । ରବିବାର ଥିଲା ସୋନୁଙ୍କ ଜନ୍ମଦିନ । ସାରା ଦେଶରେ ତାଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।…

ଯୁବକଙ୍କ ସାପ ଧରିବା ନିଶା; ୯ ଥର କାମୁଡିବା ପରେ ବି ହାର ମାନି ନାହାଁନ୍ତି

ଫତେହାବାଦ: ଯଦି ଘରେ ସାପ ପଶିଯାଏ, ସେତେବେଳେ ଖୋଜା ପଡ଼ନ୍ତି ସାପ ଧରାଳୀ । ଏହି ସାପ ଧରାଳୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ସାପ ଉଦ୍ଧାର କରିଥାନ୍ତି । ସେହିପରି ଫତେହାବାଦର ଜଣେ ଯୁବକଙ୍କୁ ସାପ ଧରିବା ନିଶା ଏମିତି ଘାରିଛି ଯେ, ୯ ଥର ସାପ କାମୁଡ଼ିବା ପରେ ବି ସେ ହାର ମାନି…

ରିଲିଜ୍ ହେଲା ‘ଡ୍ରିମ ଗର୍ଲ ୨’ର ଜବରଦସ୍ତ ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ପୂଜା…

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ, ଦର୍ଶକଙ୍କ ମନକୁ ଛୁଇଁଛି

ମୁମ୍ବାଇ: ବଲିଉଡ଼ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ସୋମବାର ରିଲିଜ ହୋଇଯାଇଛି । ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଛି । ଏହି ଗୀତଟି ଦର୍ଶକଙ୍କ ମନକୁ ଛୁଇଁଛି । ଏହି ଫିଲ୍ମକୁ ନେଇ ଶାହାରୁଖଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଅପେକ୍ଷା…

ନିଆରା ଯୋଡ଼ି : ସାଢେ ତିନି ଫୁଟ ବରକୁ ୪ ଫୁଟର କନ୍ୟା

ବିହାର: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ବିହାରର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ।…

ପଟିଆଲା ହାଉସ କୋର୍ଟରେ ହାଜର ହେଲେ ନୋରା ଫତେହି

ମୁମ୍ବାଇ: ପଟିଆଲା ହାଉସ କୋର୍ଟରେ ହାଜର ହେଲେ ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ନୋରା । ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ôଥକ ଅପରାଧ…

ସାମ୍ପୁ ଲଗାଇ ଗାଧୋଉଛି କିଙ୍ଗ୍ କୋବ୍ରା: ଭିଡ଼ିଓ ଭାଇରାଲ

ଲୋକମାନେ ଗୃହପାଳିତ ପଶୁମାନଙ୍କର ଯତ୍ନ ନିଅନ୍ତି । ଲୋକେ ଘରେ ରଖିଥିବା କୁକୁର, ବିଲେଇ, ଗାଈ ଏବଂ ଛେଳିକୁ ଗାଧୋଇ ଦେଉଥିବା ଦେଖିଥିବେ । ଆମେ ସମସ୍ତେ ଜାଣିଛେ ସାପମାନେ ପାଣିରେ ରୁହନ୍ତି । କିନ୍ତୁ ସାପକୁ ସାମ୍ପୁ ଲଗାଇ ଗାଧୋଉଥିବା କେବେ ଦେଖିଛନ୍ତି ? ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି,…