42 ଦିନରେ 25 କେଜି ଓଜନ କମାଇ ଦେଲେ ଡାକ୍ତର, ପାଇଲେ ବଡ଼ ଆୱାର୍ଡ
ନୂଆଦିଲ୍ଲୀ: ଚୀନର ଜଣେ ଡାକ୍ତର ନିଜର ଫିଟନେସ ଯାତ୍ରା ପାଇଁ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। 31 ବର୍ଷୀୟ ଡାକ୍ତର ୱୁ ତିୟାନଜେନ ଝୋଙ୍ଗନାନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ସେ 42 ଦିନରେ 25 କିଲୋ ଓଜନ କମ କରି ପ୍ରତିଷ୍ଠିତ ବଣ୍ଡବିଲିଂ ପ୍ରତିଯୋଗତାରେ କମାଲ…