Latest Odisha News

BREAKING NEWS

ଘରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଯାହାକୁ ସୁଙ୍ଘିଲେ ଆଉ କେବେ ଆସିବନି ସାପ

ସାପ ଦେଖିବା ମାତ୍ରେ ସମସ୍ତଙ୍କ ମନରେ ପ୍ରଚଣ୍ଡ ଭୟ ଆସିଯାଏ। ସ୍ୱପ୍ନରେ ସାପ ଆସିଲେ ଲୋକ ଡରି ଯାଇ ଅନେକ କଥା ଭବନ୍ତି। ସାଧାରଣତଃ ସାପକୁ ଲକୋମାନେ ହିସ୍ର ଜନ୍ତୁ ଭାବେ ଦେଖିଥାନ୍ତି। କିନ୍ତୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଭାବରେ ତାଙ୍କର ମାରାତ୍ମକ ବିଷ ରହିଛି । ତେଣୁ ସାପମାନେ ବିପଜ୍ଜନକ ପ୍ରାଣୀ ବୋଲି କୁହାଯାଏ । ହେଲେ ସାପର ଯଦି ଆପଣ କୌଣସି କ୍ଷତି କରୁନାହାନ୍ତି ତେବେ ସପ ମଧ୍ୟ ଆପଣଙ୍କର କିଛି କ୍ଷତି କରିବ । କିନ୍ତୁ ଭୟ ଏଥିପାଇଁ ରହିଥାଏ ଯେ ଭୁଲରେ ବି ଯଦି ସାପ ଶରୀରରେ ଗୋଟ ପଡ଼ିଯାଏ ତେବେ ସାପ କାମୁଡ଼ି ଦେଇଥାଏ। ଯାହା ଜୀବନ ମଧ୍ୟ ନେଇଯାଇଥାଏ।

Snakes, the ecosystem, and us: it's time we change | The George Institute for Global Health

ଲୋକଙ୍କ ମଧ୍ୟରେ ସାପ ଭୟ ବଢାଏ । ସମସ୍ତେ ସାପଠାରୁ ଦୂରରେ ରହିବାକୁ ଚାହାଁନ୍ତି । ଅନେକ ସମୟରେ ବାସସ୍ଥାନ ଏବଂ ଘର ଭିତରେ ସାପ ପଶିଯିବାର ଭୟ ରହିଥାଏ । ତେଣୁ ଆଗରୁ ବ୍ୟବସ୍ଥା କରିବାକୁ ପଡେ । କିନ୍ତୁ କିପରି ସୁରକ୍ଷିତ ଭାବେ ସାପ ଘଉଡାଇବେ ? ଏହି ଦୁନିଆରେ ଏପରି କିଛି ଅଛି ଯାହାର ଗନ୍ଧ ସାପକୁ ଘଉଡାଇପାରେ ? ଲୋକମାନେ ଏହି ଜିନିଷଗୁଡ଼ିକ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ …

A family charmed by snakes

ଆସନ୍ତୁ ଜାଣିବା ଏହିପରି ଗୋଟିଏ ଜିନିଷ, ଯାହାର ଗନ୍ଧ ସାପକୁ ଘଉଡାଇବାରେ ପ୍ରଭାବଶାଳୀ । ଏହାର ଗନ୍ଧ ଶୁଣିଲେ ସାପ ଘରର ପାଖ ବି ମାଡିବେନି । ଜାଣନ୍ତୁ ତାହା କଣ… କାତ୍ୟାୟନୀ ସ୍ନେକ୍ ସିଲ୍ଡ ନନ୍ ଟକ୍ସିକ୍ ପାଉଡର । ଯାହାକୁ ସାପଙ୍କର ପ୍ରାଣର ଭୟ । ଏହି ପାଉଡରକୁ ପ୍ରବଳ ଭୟ କରନ୍ତି ସାପ । ଟିକେ ପକାଇଲେ ଘରର ମାଟି ବି ମାଡିବାକୁ ସାହସ କରିବେନି ସାପ । ତେବେ ଏହା ଛଡା ଆଉ କଣ ଅଛି ଯାହାକୁ କି ଭୟ କରନ୍ତି ସାପ? ଘରୋଇ ଉପାୟରେ ବି ସାପଙ୍କୁ ଦୂରେଇ ହେବ । ଏମିତି କିଛି ଜିନିଷ ରହିଛି ଯାହାର ଗନ୍ଧ ଶୁଣିଲେ ଯେତେ ବିଷାକ୍ତ ସାପ ହେଲେ ବି ପାଖ ମାଡିବନାହିଁ । ଏଗୁଡ଼ିକ ମଧ୍ୟରେ ମୁଖ୍ୟ ହେଉଛି ରସୁଣ ଓ ପିଆଜ । ଏହା ସହିତ, ମେଣ୍ଟ, ଲବଙ୍ଗ, ବେସନ, ଚିନାବାଦାମ, ଭିନେଗାର, ଲେମ୍ବୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମୋନିୟା ଗ୍ୟାସ୍ ଅଛି । ବେଳେବେଳେ ସାପମାନେ ଧୂଆଁ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି । ସାପମାନେ ଏହି ସବୁ ଜିନିଷର ଗନ୍ଧକୁ ଅତି ଅଦ୍ଭୁତ ମନେ କରନ୍ତି, ତେଣୁ ସେମାନେ ଏଥିରୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତି । ଏହି ଜିନିଷଗୁଡ଼ିକୁ ଘରେ ରଖିବା ସାପକୁ ଦୂରେଇ ରଖିବ ।

Comments are closed.