ଯୁଦ୍ଧ ବେଳେ କାହାର ବି ସମ୍ପତ୍ତି ନିଜ ଅଧିନକୁ ନେଇଥାଏ କି ଆର୍ମି ? ଜାଣନ୍ତୁ କାହା ପାଖେ ରହିଛି ପାୱାର
ନୂଆଦିଲ୍ଲୀ: ଯେତେବେଳେ କୌଣସି ଦେଶରେ ଯୁଦ୍ଧ କିମ୍ବା ଗମ୍ଭୀର ଜରୁରୀ ପରିସ୍ଥିତି ଆସିଥାଏ, ସେତେବେଳେ ରକ୍ଷା ବାହିନୀକୁ ପ୍ରଥମେ ତୁରନ୍ତ ସମ୍ବଳ ଜୁଟାଇବାର ଆବଶ୍ୟକତା ପଡ଼େ, ସେ ଜମି ହେଉ, ଯାନବାହନ, ଘର ହେଉ କିମ୍ବା ଅନ୍ୟ କିଛି ଯାହା ରକ୍ଷା କାର୍ଯ୍ୟରେ କାମରେ ଆସେ। ଏଭଳି ସମୟରେ ଲୋକଙ୍କ…