Latest Odisha News

ୟୁପିଆଇ ପେମେଣ୍ଟରେ ବଦଳିଲା ବଡ଼ ନିୟମ, ଏବେ ଲକ୍ଷେ ନୁହେଁ ….

ଭୁବନେଶ୍ୱର: ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଦ୍ୱାରା UPI ରେ ନୂଆ ନିୟମ ଆଣିଛି । ଯାହା ଭାରତର ଡିଜିଟାଲ୍ ଅର୍ଥନୀତିକୁ ନୂଆ ଦିଗ ଦେବ। ସେପ୍ଟେମ୍ବର ୧୫, ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ଛୋଟ ବ୍ୟବସାୟୀ, ଗ୍ରାମାଞ୍ଚଳର ଦୋକାନୀ ଏବଂ ସାଧାରଣ ଉଦ୍ୟୋଗୀଙ୍କୁ ବଡ଼…

ପୂରା ଶସ୍ତା ହୋଇଗଲା ଇଲେକ୍ଟ୍ରୋନିକ୍ସ ଜିନିଷ ! ଏସି-ଫ୍ରିଜ ଦାମ ମାତ୍ର ଏତିକି

ଭୁବନେଶ୍ୱର: ଭାରତର ପରୋକ୍ଷ କର୍ଯ୍ୟପଦ୍ଧତିରେ ଏକ ଐତିହାସିକ ପରିବର୍ତ୍ତନ ଆସିବାକୁ ଯାଉଛି। ସେପ୍ଟେମ୍ବର ୨୨, ୨୦୨୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଜିଏସ୍‌ଟି ୨.୦ କେବଳ ଗ୍ରାହକଙ୍କ ପକ୍ଷରୁ ସୁଲଭତା ଆଣିବ ନାହିଁ, ବରଂ ଦେଶୀୟ ଉତ୍ପାଦନକୁ ନୂତନ ଗତି ପ୍ରଦାନ କରିବ। ଜିଏସ୍‌ଟି ପରିଷଦର…

ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଦୀପାବଳିରେ କର୍ମଚାରୀଙ୍କ ଆସୁଛି ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ତାର ନୂତନ ଡିଜିଟାଲ୍ ପ୍ଲାଟଫର୍ମ EPFO 3.0 କୁ ପ୍ରଚଳନ କରିବାକୁ ପ୍ରସ୍ତୁତି ଚଳାଇଛି। ଏହା କେବଳ ପିଏଫ୍ (ପ୍ରୋଭିଡେଣ୍ଟ୍ ଫଣ୍ଡ୍) ଉଠାଇବାକୁ ସହଜ କରିବ ନାହିଁ, ବରଂ ସାଧାରଣ ବ୍ୟାଙ୍କିଂ ପରି…

ପୋକୋ ଇଣ୍ଡିଆର ‘ଫେଷ୍ଟିଭାଲ ମ୍ୟାଡନେସ’ ଅଫର: ଫ୍ଲିପକାର୍ଟରେ ପୂରା ଖସିଗଲା ଦାମ

ନୂଆଦିଲ୍ଲୀ: ପୋକୋ ଇଣ୍ଡିଆ ତା’ର ଜନପ୍ରିୟ ସ୍ମାର୍ଟଫୋନଗୁଡ଼ିକ ପାଇଁ ନୂଆ ମୂଲ୍ୟ ଘୋଷଣା କରିଛି। କମ୍ପାନୀର ‘ଫେଷ୍ଟିଭାଲ ମ୍ୟାଡନେସ’ ଅଭିଯାନ ଅଧୀନରେ ଗ୍ରାହକମାନେ ଫ୍ଲିପକାର୍ଟର ‘ବିଗ ବିଲିୟନ ଡେଜ୍ ସେଲ ୨୦୨୫’ରେ ବିଭିନ୍ନ ଅଫରର ଲାଭ ଉଠାଇ ପୋକୋ ଫୋନକୁ ସୁଲଭ ମୂଲ୍ୟରେ କିଣିପାରିବେ। ଏହି…

Airtelର ଫେଷ୍ଟିଭାଲ ଧମାକା: ମାତ୍ର ୩୭୯ ଟଙ୍କାରେ ସବୁ ଫ୍ରି, ମାଗଣାରେ ଦେଖିପାରିବେ OTT

ନୂଆଦିଲ୍ଲୀ: ଏୟାରଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଏକ ନୂଆ ଫେଷ୍ଟିଭାଲ ଅଫର ଘୋଷଣା କରିଛି, ଯାହା ପ୍ରିପେଡ୍ ଓ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଅଫରରେ ଗ୍ରାହକମାନଙ୍କୁ ଅନଲିମିଟେଡ୍ କଲିଂ, କ୍ଲାଉଡ୍ ଷ୍ଟୋରେଜ୍, ଏବଂ OTT ଆପ୍‌ଗୁଡ଼ିକର ମାଗଣା…

ପେନସନକୁ ନେଇ ଆସିଲା ବଡ଼ ଖବର, ବରିଷ୍ଠ ନାଗରିକଙ୍କୁ ମିଳିବ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଦିଲ୍ଲୀ ସରକାର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ବଡ଼ କଲ୍ୟାଣକାରୀ ଘୋଷଣା କରିଛନ୍ତି। କିନ୍ତୁ ଏହି ଘୋଷଣାର ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି କି ନାହିଁ, ଏହାକୁ ନେଇ ବିରୋଧୀ ଦଳମାନେ ସନ୍ଦେହ…

ବିହାର ରାଜନୀତିରେ ବଡ଼ ଓଲଟପାଲ ! ମେଣ୍ଟ ରାଜନୀତିରେ ହଟଚମଟ

ଭୁବନେଶ୍ୱର: ବିହାର ରାଜନୀତିରେ ବଡ଼ ଓଲଟପାଲଟ । ମେଣ୍ଟ ରାଜନୀତିକୁ ନେଇ ଆସିଲା ବଡ଼ ଖବର । କିଛିଦିନ ପୂର୍ବେ ୨୪୩ ଆସନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛନ୍ତି ତେଜସ୍ବୀ ଯାଦବ । ଏବେ ଏହାକୁ ନେଇ ବିହାର ରାଜନୀତିରେ ଦେଖା ଦେଇଛି ହଟଚମ । ଯାହା ମେଣ୍ଟ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ…

୫୦ ହଜାର ଟଙ୍କା ଡିପୋଜିଟରେ ଏତେ ରିଟର୍ଣ୍ଣ ! ମିଳିବ ଲକ୍ଷ ଲକ୍ଷ ଟଙ୍କା…

ଭୁବନେଶ୍ୱର: ଲକ୍ଷ ଲକ୍ଷ ଭାରତୀୟ ପୋଷ୍ଟ ଅଫିସ୍ ଯୋଜନାରେ ନିବେଶ କରନ୍ତି, ଯାହାକୁ ଏବେ ମଧ୍ୟ ସଞ୍ଚୟ ପାଇଁ ସର୍ବନିମ୍ନ ବିକଳ୍ପ ଭାବରେ ଦେଖାଯାଏ। ଏଠାରେ ନିବେଶ କରିବାରେ କୌଣସି ପ୍ରକାରର ବିପଦ ନାହିଁ, ଏବଂ ରିଟର୍ଣ୍ଣ ସୁନିଶ୍ଚିତ ରହୁଛି। ପୋଷ୍ଟ ଅଫିସ୍‌ରେ ପିଲାଠୁ ଆରମ୍ଭ କରି ବରିଷ୍ଠ…

ଏହି ରାଶିର ଲୋକଙ୍କ ପକେଟ୍ କେବେ ଖାଲି ହେବନି ! ଜ୍ୟୋତିଷ ଶାସ୍ତ୍ର ଅନୁସାରେ….

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାଶିଫଳ ଏକ ବ୍ୟକ୍ତିର ଜୀବନ, ସ୍ୱଭାବ, କ୍ୟାରିଅର ଏବଂ ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ ହେବାର ସମ୍ଭାବନା ରଖନ୍ତି। ତେବେ, କେଉଁ ରାଶିର ଲୋକ ଅଧିକ…

ଆପଣଙ୍କ ସବୁ କଥା ଶୁଣୁଛି ଫେସବୁକ-ଇନଷ୍ଟାଗ୍ରାମ ! ଜାଣନ୍ତୁ କେମିତି…

 ନୂଆଦିଲ୍ଲୀ: ଆପଣ କେବେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ଯେତେବେଳେ ଆପଣ ବନ୍ଧୁଙ୍କ ସହ କିଛି ବିଷୟରେ କଥା ହୁଅନ୍ତି, ଆଉ ସେହି ଜିନିଷ ହଠାତ୍ ଆପଣଙ୍କ ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ୟୁଟ୍ୟୁବ ଫିଡରେ ଦେଖାଯାଏ? ଯଦି ଏପରି ହୋଇଛି, ତେବେ ଏହା କେବଳ ଏକ ସଂଯୋଗ ନୁହେଁ। ଏକ ନୂଆ ରିପୋର୍ଟରେ ବଡ଼…