Latest Odisha News

ଦ୍ୱିତୀୟ ଈଶ୍ଵର…

ଦ୍ୱିତୀୟ ଈଶ୍ଵର ସୋନାଲି ପଣ୍ଡା ଶତଭିଷା ନକ୍ଷତ୍ର ରେ ଯେଉଁ ତାରା ଟି ଉଇଁଲା ମତେ, ତୋ ଆଖି ପରି ଦିଶେ। ତୁ ଜାଣୁ? ଶିଳ୍ପୀ ମୁଖା ପିନ୍ଧି, କାଇଁ କେତେ ଯୁଗ ଧରି ମୁଁ ଗଢ଼ି ଚାଲିଚି ପ୍ରେମ ଗଢ଼ି ଚାଲିଚି ତତେ! ପ୍ରଥମେ ତୋ କପାଳ ଗଢିଲି ଛିଡ଼ି ଗଲା, ମୋ ପାଦ ରୁ ଆଙ୍ଗୁଠି।…

କିଏ ସିଏ?

କିଏ ସିଏ? ସୋନାଲି ପଣ୍ଡା କିଏ ସିଏ? କାହାର ଏ ମୁହଁ ଅଧାଗଢ଼ା; ଅଧାଭଙ୍ଗା ଦର୍ପଣରେ ଦିଶେ କାହାର ଏ ସ୍ୱର ଛଳ ଛଳ ଓଠ ତଳେ ମେଘରଙ୍ଗ ଭାସେ କାହାର ଏ ଆଖି ଆଖି ନୁହେଁ, ଆଖି ପରି ଚିତ୍ର ହଳେ ଲାଗେ କାହାର ଏ ପାଦ ରୁଣୁଝୁଣୁ ପାଉଁଜିରେ ଜୀବନକୁ ଭୋଗେ କାହାର ଏ ସ୍ୱପ୍ନ; ସ୍ୱପ୍ନ…

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ…