Latest Odisha News

BREAKING NEWS

ଭୋଜିରେ ଖାଦ୍ୟ ଅପଚୟକୁ ରୋକିବାକୁ ନିଆରା ପ୍ରୟାସ

ନୂଆଦିଲ୍ଲୀ:  ବିବାହରେ ଆସିଥିବା ଅଧିକାଂଶ ଅତିଥି ପେଟ ଭରିବା ଖାଇବା ପରେ ଖାଦ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଥାଏ । ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା କିଛି କମ୍ କଥା ନୁହେଁ । ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା ପାଇଁ ବିଭିନ୍ନ ଅଭିଯାନ ଚାଲିଛି। ବିଭିନ୍ନ ସାମାଜିକ…

ଦୁନିଆର ସବୁଠୁ ନିଆରା ସମ୍ପର୍କ, ବାପା-ପୁଅ ସମ୍ପର୍କ

ନୂଆଦିଲ୍ଲୀ: ବାପା ପୁଅର ସମ୍ପର୍କ ଦୁନିଆରେ ସବୁଠୁ ସୁନ୍ଦର ଏବଂ ନିଆରା  । ବାପା ବୁଢା ହେଲେ ବି ସେ ନିଜ ପୁଅର ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଠିକ୍ ସେମିତି ପୁଅ ମଧ୍ୟ ବାପାଙ୍କ ଯତ୍ନ ନେଇଥାନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଏହି…

‘ହେରା ଫେରି-୩’ରେ ଅକ୍ଷୟ ଇନ୍ କାର୍ତ୍ତିକ ଆଉଟ୍

ମୁମ୍ବାଇ: ଖୁବ ଶୀଘ୍ର ପରଦାକୁ ଆସିବ ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଫିଲ୍ମରେ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବଦଳରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ। ହେଲେ ଏବେ ନିଷ୍ପତ୍ତି ବଦଳିଥିବା କୁହାଯାଉଛି। ‘ଭୁଲ ଭୁଲୈୟା-୨’ରେ ଅକ୍ଷୟଙ୍କ  ସ୍ଥାନ ନେଇଥିଲେ କାର୍ତ୍ତିକ।…

ବାପାଙ୍କ ପାଇଁ ହାଇକୋର୍ଟ ଗଲେ, ଲିଭର ଦାନ କରି ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହେଲେ

କେରଳ: କେରଳର ଜଣେ ୧୭ ବର୍ଷର ବାଳିକା ଦେବନନ୍ଦା ନାମ୍ନୀ ନିଜ ପିତାଙ୍କୁ ଯକୃତର ଦାନ କରି ଦେଶର ସର୍ବକନିଷ୍ଠା ଅଙ୍ଗଦାତା ହୋଇଛନ୍ତି। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ସେ କେରଳ ହାଇକୋର୍ଟରୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ପାଇବା ପରେ ୯ ତାରିଖ…

ଭିନ୍ନ ପରମ୍ପରା, ସିଗାରେଟ୍‌ ପିଆଇ ଜ୍ୱାଇଁ ଚର୍ଚ୍ଚା

ନୂଆଦିଲ୍ଳୀ: ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି। ସେହିପର ବିବାହକୁ ନେଇ ସବୁ ଜାଗାରେ ଅଲଗା ଅଲଗା ନିୟମ ଥାଏ। ଆପଣମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବାପରେ ବର ଚର୍ଚ୍ଚା ଆରମ୍ଭ ହୋଇଥାଏ। କନ୍ୟାଘର ଲୋକେ ବରକୁ ଜଳଖିଆ ସର୍ବତ ଆଦି ଦେଇ ଚର୍ଚ୍ଚା କରନ୍ତି ।…

ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ପୂର୍ବତନ ସରପଞ୍ଚ

ଗୁଜରାଟ: ଭାରତୀୟ ବିବାହରେ, ଆପଣ ନିଶ୍ଚିତ ଭାବେ ବର କନ୍ୟାଙ୍କ ବିବାହର ଅନେକ ଭାଇରାଲ ଭିଡିଓ ଦେଖିଥିବେ । ତେବେ ଏମିତି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଲୋକମାନେ ବିବାହ ସମାରୋହରେ ଘରର ଛାତରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ଉଡୁଥିବା ଦେଖିବାକୁ ମିଳିଛି।…

ବାହାଘର କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଯେତେବେଳେ  କୌଣସି ବ୍ୟକ୍ତିଙ୍କ ଘରେ ବିବାହ ସ୍ଥିର ହୁଏ, ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ବିବାହ କାର୍ଡ ଛାପାଯାଇଥାଏ । କିଛି ଲୋକ ଶସ୍ତା ବିବାହ କାର୍ଡ କରିବାକୁ ପସନ୍ଦ କରନ୍ତି, ତ ଆଉ କେତେକ ଲୋକ କାର୍ଡରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ବିବାହ କାର୍ଡରେ କିଛି ଅନନ୍ୟ…

୧୦୦ବର୍ଷ ପରେ ଠିକଣା ଜାଗାରେ ପହଞ୍ଚିଲା ଚିଠି

ବ୍ରିଟେନରେ  ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଲେଖାଯାଇଥିବା ଏକ ଚିଠି ଦୀର୍ଘ ୧୦୦ବର୍ଷ ଠିକଣାଆ ଜାଗାରେ ପହଞ୍ଚିଛି । ଏହି ଚିଠି ପାଇଥିବା ବ୍ୟକ୍ତିଙ୍କ ଖୁସି କହିଲେ ନ ସରେ  । ସେ ବହୁତ ଖୁସି ଏବଂ ଆଶ୍ଚର୍ଯ୍ୟ ଯେ ସେ ଏହି ଚିଠି ପାଇଛନ୍ତି । ଏହି ଚିଠି ୧୯୧୬ ମସିହାରେ ବ୍ରିଟେନର ବାଥରୁ…

ସହରର ଆକର୍ଷଣ ବିଲେଇ

ପୋଲାଣ୍ଡ: ଦୁନିଆର ସବୁ ସହରରେ କିଛି ଏମିତି ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ । ଯଦି ସମଗ୍ର ଭାରତ ବିଷୟରେ କୁହାଯାଏ, ତେବେ ରାମ ମନ୍ଦିର, ତାଜମହଲ, ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକୁ ପର୍ଯ୍ୟଟନ ସ୍ଥାନ ଗୁଡିକର ନାଁ ଶୁଣିଥିବେ ନିଶ୍ଚୟ । କିନ୍ତୁ ପୋଲାଣ୍ଡର…