Latest Odisha News

BREAKING NEWS

ସହରର ଆକର୍ଷଣ ବିଲେଇ

ପୋଲାଣ୍ଡ: ଦୁନିଆର ସବୁ ସହରରେ କିଛି ଏମିତି ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ । ଯଦି ସମଗ୍ର ଭାରତ ବିଷୟରେ କୁହାଯାଏ, ତେବେ ରାମ ମନ୍ଦିର, ତାଜମହଲ, ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକୁ ପର୍ଯ୍ୟଟନ ସ୍ଥାନ ଗୁଡିକର ନାଁ ଶୁଣିଥିବେ ନିଶ୍ଚୟ । କିନ୍ତୁ ପୋଲାଣ୍ଡର ଏକ ସହରରେ ପ୍ରାଚୀନ ଜିନିଷ ଥିବା ସତ୍ତ୍ୱେ ସେହି ସ୍ଥାନ ଗୋଟିଏ ବିଲେଇ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି ।

BjdElectrycity

ପୋଲାଣ୍ଡରେ ସିଜେଚିନ୍‌ ନାମକ ଏକ ମଧ୍ୟଯୁଗୀୟ ସହର ରହିଛି ଯେଉଁଠାକୁ ଦେଶବିଦେଶର ବହୁ ପର୍ଯ୍ୟଟକ ବୁଲିବାକୁ ଆସନ୍ତି। ଏଠାରେ ପୋମେରାନିଆନ୍ ଡ୍ୟୁକ୍‌ଙ୍କ ଦୁର୍ଗ ଓ କାସ୍‌ପ୍ରୋଵିକ୍‌ଜା ଉଦ୍ୟାନ ଭଳି ଦୁଇଟି ସୁପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ରହିଛି। ତେବେ ଅନ୍‌ଲାଇନ୍‌ ଲୋକପ୍ରିୟତା ଦୃଷ୍ଟିରୁ ଏକ ବିରାଡ଼ି ଏହି ଦୁଇଟି ସ୍ଥାନକୁ ପଛରେ ପକାଇଦେଇଛି। ବିଲେଇଟିର ନାମ ହେଉଛି ‘ଗାସେକ୍’। ୨୦୨୦ ମସିହାରେ ଗାସେକ୍ ପ୍ରଥମେ ପ୍ରସିଦ୍ଧ ହେଲା । ଯେତେବେଳେ ତା’ର ଏକ ଭିଡିଓ ସାମାଜିକ ଗଣମଧ୍ୟମରେ ଭାଇରାଲ୍ ହୋଇଥିଲା।

Leave A Reply

Your email address will not be published.