ଧାରାବାହିକ ଉପନ୍ୟାସ : ସୁଲୋଚନା (୪୭)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସନ୍ଧ୍ୟା ଆଗମନରେ ଉଭୟ ପକ୍ଷରୁ ଯୁଦ୍ଧ ବିରତିର ଘୋଷଣା କରାଗଲା। ସେହି ରାତ୍ରୀ ଅସୁରମାନଙ୍କର ଉଲ୍ଲାସର ସୀମା ନାହିଁ। ମେଘନାଦ ଆଜି ବୀର ଲକ୍ଷ୍ମଣଙ୍କୁ ଆସନ୍ନ ମୃତ୍ୟୁମୁଖରେ ଛାଡ଼ି ଆସିଛନ୍ତି। ବିଜୟର ସମ୍ଭାବନା ସୁନିଶ୍ଚିତ।…