Latest Odisha News

BREAKING NEWS

ନାଟକ, ସମାଜର ବାସ୍ତବ ଚିତ୍ର ବହନ କରେ : ଦ୍ଵାରିକାନାଥ ନାୟକ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିଜକୁ ଦୃଢ଼କଲା ପଦ୍ମିନୀ । କହିଲା- ଏଇ ଅବସ୍ଥାରେ କେବଳ ପ୍ରତାରିତ କରିଥିଲେ ମୋ ମନରେ ଦୁଃଖ ନଥାନ୍ତା । ସେଇ ସମୟର ସାମୟିକ ଅପବାଦକୁ ମୁଁ ସହ୍ୟ କରିନିଅନ୍ତି । ଝିଅଟିଏର ହେଉ ବା ପୁଅଟିଏର ହେଉ, ଆମ ସମୟ ପାଇଁ…

ମୋ ପରିବାର ମତେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ କରିଛି : ଦେବଜ୍ୟୋତି ଅବିନାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ…

ପୁସ୍ତକ ପରିଚୟ : ଅନୁଶ୍ରବ

ଅନୁଶ୍ରବ : ଇଶ୍ଵରଙ୍କ ସନ୍ଧାନରେ ମଣିଷ ପାଲଟି ଯାଇଥିବା ଏକ ଅବୋଧ ବ୍ୟକ୍ତିର ଦୃଶ୍ୟମାନ କାହାଣୀ ଉପନ୍ୟାସ : ଅନୁଶ୍ରବ ଔପନ୍ୟାସିକ : ପ୍ରଶାନ୍ତ ନନ୍ଦ ପ୍ରକାଶକ ‐ ପକ୍ଷୀଘର ଭୁନେଶ୍ୱର ଉପନ୍ୟାସ କହିଲେ ଅନେକ ଚରିତ୍ରକୁ ନେଇ ସୃଷ୍ଟି ହୋଇଥିବା ଏକ ଲମ୍ବା କାହାଣୀର ପରିକଳ୍ପନା ମନକୁ…

ଭାଷା ଭାଗବତ : ନବୀନ ସମସ୍ୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅନେକ ଭାଷାର ଶବଦ ହେଲେ ହେଁ ସ୍ବଭାଷା ସଂପଦ ବିଭିନ୍ନ ଅନ୍ୟ ଭାଷା ପ୍ରତି ବଦଳୁନାହିଁ ଲୋକମତି ରାଜ୍ୟରେ ବହୁବିଧ ଭାଷା ଚଳିଲେ ସୁଦ୍ଧା ଆମ ଆଶା କେବଳ ଏକମାତ୍ର ଭାଷା ହୁଅଂତା ସଭିଂକ ଭରସା ଏହି ସଂକୀର୍ଣ ଚିଂତାଧାରା ପାଉନି…

ସାହିତ୍ୟ ସବୁବେଳେ ସମାଜକୁ ପ୍ରଭାବିତ କରେ : ଜ୍ଞାନୀ ଦେବାଶିଷ ମିଶ୍ର

ଓଡ଼ିଶା ସାହିତ୍ୟରେ ଜଣେ ଉଚ୍ଚକୋଟୀର ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜ୍ଞାନୀ ଦେବାଶିଷ ମିଶ୍ର । କବିତା ଓ ସମାଲୋଚନା ସାହିତ୍ୟ ତଥା ସମ୍ପାଦନା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ କବିତାର ଲାଳିତ୍ୟ…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସଙ୍ଗୀତ : ଶ୍ରୀକୁମାର ଗାୟନ : ଅକ୍ଷୟ ମହାନ୍ତି ଚଳଚ୍ଚିତ୍ର : ମାଟିର ମଣିଷ, ୧୯୬୭ ପ୍ରଯୋଜନା: ଛାୟାବାଣୀ ପ୍ରତିଷ୍ଠାନ ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର ଝାଡ଼ିଦେଲେ ପର ରଜାଝିଅ ବାହୁନୁଚି ଦେଖି ବୁଢ଼ାବର ଆହା ଦେଖି…

ଗଳ୍ପରେ, କାହାଣୀ ସହ ସମାଜ ପାଇଁ ବାର୍ତ୍ତାଟିଏ ରହୁ : ବିମଳା ଶଙ୍କର ଦାଶ

ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କର ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ପ୍ରକାଶିତ । ବିଜ୍ଞାନର ଛାତ୍ର ସହ ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ…

ପିଲାମାନଙ୍କ ମନରେ ମାତୃଭାଷା ପ୍ରୀତି ଜାଗ୍ରତ ହେଉ : ସ୍ଵପ୍ନା ମିଶ୍ର

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ସ୍ୱପ୍ନା ମିଶ୍ର । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ ଓ…

ପରଲୋକରେ ସାହିତ୍ୟିକ ହୁସେନ ରବି ଗାନ୍ଧୀ

କଟକ : ବିଶିଷ୍ଟ କବି,ସାହିତ୍ୟିକ, ସଙ୍ଗଠକ , ବାଗ୍ମୀ ତଥା ଓଡି଼ଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ କିଛିଦିନ ଧରି ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ…