Latest Odisha News

BREAKING NEWS

ରାଜ୍ୟ ମୋହରେ କୂଟନୈତିକ ମହାସମର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ମହାଭାରତ ଏକ ଚିତ୍ତାକର୍ଷକ କାହାଣୀ, ଗୋଟିଏ ଲମ୍ବା କାହାଣୀର ଚିତ୍ରପଟ୍ଟ । ଗୋଟିଏ ଗୋଟିଏ କାହାଣୀରୁ ଅନେକ ଉପକାହାଣୀର ସୃଷ୍ଟି । ଅନେକ ଏହାକୁ ବ୍ୟାଖ୍ୟା କରି ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ ଧର୍ମ ଶାସ୍ତ୍ର ଭାବରେ ଗ୍ରହଣ ଓ ପୂଜିତ କରିଆସୁଛନ୍ତି ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୨  ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ…

ସାହିତ୍ୟକୁ ଋଦ୍ଧିମନ୍ତ ଓ ପ୍ରାଣବନ୍ତ କରିବା ପାଇଁ କବିତା ଏକ ବଳିଷ୍ଠ ମାଧ୍ୟମ : ଗୋବିନ୍ଦ ଚନ୍ଦ୍ର ଦାଶ

ବୃତ୍ତିରେ ଅଧ୍ୟାପକ କିନ୍ତୁ ଆଧ୍ୟାତ୍ମକତା ତାଙ୍କ ଚେତନାର କ୍ଷେତ୍ର ଓ ସର୍ଜନାର ପୃଷ୍ଠଭୂମି । ସେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ…

ଉଭୟ ଭାଷା ପ୍ରତି ଯଥେଷ୍ଟ ଜ୍ଞାନ ଥିଲେ ହିଁ ଜଣେ ସଫଳ ଅନୁବାଦକ ହୋଇପାରିବ : ବିଜୟ କୁମାର ପ୍ରଧାନ

ସାହିତ୍ୟ କୌଣସି ଗୋଟିଏ ଅଞ୍ଚଳର ଭାଷା ମଧ୍ୟରେ ସୀମିତ ନୁହେଁ, ବରଂ ପୃଥିବୀର ସବୁ ଅଞ୍ଚଳର ଭାଷା, ସଂସ୍କୃତି, ସାମାଜିକ ଚଳଣି ସହ ସାହିତ୍ୟ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢ଼ିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ…

ପଥ ଭ୍ରଷ୍ଟ କରୁଛି ଅନ୍‌ଲାଇନ୍ ଜୁଆ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗତ ଦେଢ଼ ମାସ ହେବ ଆମ ଦେଶରେ ଆଇ.ପି.ଏଲ. ଖେଳ ଚାଲିଛି ଓ ତାହା ଟିଭିରେ ସିଧା ପ୍ରସାରଣ ହେଉଛି । ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ…

ପୁସ୍ତକର ପ୍ରକୃତ ମୂଲ୍ୟାୟନ ପାଠକଙ୍କ ହାତରେ : ରାଜ କିଶୋର ଦାସ

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

ବରିଷ୍ଠ ସ୍ତମ୍ଭ ଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଏବଂସାମ୍ବାଦିକତା କ୍ଷେତ୍ରକୁ ଅବଦାନ…

ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ : ନୀହାରିକା ମଲ୍ଲିକ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ଶିଶୁ କବିତା : ପ୍ରକୃତି କହେ

ଆନନ୍ଦ କୁମାର ମେହେର  ବିଶାଳ ଆକାଶ କହୁଅଛି ଶୁଣ ମୋ ସମାନ ହେଉ ତୁମ ହୃଦୟ ଗମ୍ଭୀର ଅଚଳ ପର୍ବତ କହୁଛି ମୋ ସମାନ ହୁଅ ତୁମେ ନିର୍ଭୟ । ମିଟି ମିଟି କରି ତାରକା କହଇ ଅଜ୍ଞାନ ଅନ୍ଧାରେ ଦେଖାଅ ବାଟ ନୀଳସାଗରର ତରଙ୍ଗ କହଇ ପରମ ଉମଙ୍ଗେ ଜୀବନ କାଟ । ଧରଣୀ ନୀରବେ ଦିଅଇ ବାରତା…

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ…