Latest Odisha News

BREAKING NEWS

‘ସିବିଆଇ ତଦନ୍ତ ଘଟଣାର ପର୍ଦ୍ଦାଫାସ କରିବ’

ଭୁବନେଶ୍ୱର : ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ହାଇପ୍ରୋଫାଇଲ୍ ବ୍ଲାକମେଲ୍ ରାକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି, ନୀରବତା ଭାଙ୍ଗି କହିଛନ୍ତି, ସିବିଆଇ ତଦନ୍ତ ମାମଲାର ପର୍ଦ୍ଦାଫାସ କରିବ । ଏହା ସହିତ ସେ…

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ କୁ ଶୁଭାରମ୍ଭ କରିଛନ୍ତି ।  ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲିପ୍ ତିର୍କୀଙ୍କୁ ସେ ଟ୍ରଫି ହସ୍ତାନ୍ତର କରିଛନ୍ତି । ଟ୍ରଫି ଟୁର୍ ର ସଫଳତା ନେଇ ଶୁଭକାମନା ଜଣାଇଛନ୍ତି…

୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ, ୨ଟା ଯାଏଁ ଅଖ ଚକ ଜାମ୍

ଭଦ୍ରକ: ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ଫଳରେ ଅଖ ଚକ ଜାମ୍ ରହିଛି । ସକାଳ ୬ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ସହର ବନ୍ଦ…

୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପଦ୍ମପୁର ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ…

ଭୋଟ୍ ଦେଲେ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସେ ସକାଳୁ ଅହମ୍ମଦାବାଦରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇନରେ ଠିଆ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ । ରନିପ୍…

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଭୋଟିଂରେ ସହାୟତା ପାଇଁ ଭଲେଣ୍ଟିଅରଙ୍କୁ ପ୍ରସ୍ତୁତ କରାଯାଇଛି । ପୋଲିଂ ପାର୍ଟିଙ୍କ…

ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ ୧୪ ଜିଲ୍ଲାରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ହେଉଛି । ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ମତସାବ୍ୟସ୍ତ କରିବେ ୨.୫୧ କୋଟିରୁ ଅଧିକ ଭୋଟର ।…

ଭୋଟ୍ ଦେଉଛି ପଦ୍ମପୁର, ସକାଳ ୭ଟାରୁ ମତଦାନ ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ ହୋଇଥିଲା । ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତଦାନ କରିଛନ୍ତି  । ମୋଟ…

ଭରଣପୋଷଣ ପାଇଁ ମାଆଙ୍କଠୁ ଟଙ୍କା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ

ଆନନ୍ଦପୁର: ଛାଡିପଳାଇଥିବା ମାଆଙ୍କଠୁ ଭରଣପୋଷଣ ଟଙ୍କା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ଷଷ୍ଠ ଶ୍ରେଣୀର ଛାତ୍ରୀ । ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ,  ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍…

ଭାଙ୍ଗ ଅଟାରୁ ପିଜା ଓ ବର୍ଗର ତିଆରି କରୁଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର

ନୂଆଦିଲ୍ଲୀ: ଯିଏ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିପାରେ, ସେ ସଫଳତାର ସିଢିର ଉପରକୁ ଚଢିପାରେ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଦେଖାଇଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର ଧବଲ୍ ପଞ୍ଚାଲ୍ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ ତାଙ୍କ ପିଜା, ବର୍ଗର…