Latest Odisha News

BREAKING NEWS

ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମ ଜୀବନୀ ଲାଲ ଘୋଡ଼ାର ସଇସ ଲୋକାର୍ପିତ

ଭୁବନେଶ୍ୱର : ବରିଷ୍ଠ ଲେଖକ ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମଜୀବନୀ ପୁସ୍ତକ ଲାଲ ଘୋଡ଼ାର ସଇସ ଲୋକାର୍ପିତ ହୋଇ ଯାଇଛି। ଅବସର ପ୍ରାପ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ପୁସ୍ତକଟିକୁ ଲୋକାର୍ପିତ କରିଥିଲେ।

ଅଧ୍ୟାପକ ବିଶ୍ୱରଞ୍ଜନ , ଦାଶ ବେନେହୁର , ବସନ୍ତ କୁମାର ପଣ୍ଡା, ବୈଷ୍ଣବ ଚରଣ ସାମଲ , ଡ଼ଃ ବସନ୍ତ କୁମାର ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆତ୍ମଜୀବନୀ ଜଣେ ବ୍ୟକ୍ତିର ଜୀବନ ପଞ୍ଜିକା କି ଘଟଣା ବଳୀର ସମାହାର ନୁହେଁ ବରଂ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ହେବାରେ ପ୍ରତ୍ୟକ୍ଷ ଓ ପ୍ରରୋକ୍ଷ ପ୍ରଭାବର ଦଲିଲ ।

Leave A Reply

Your email address will not be published.