Latest Odisha News

BREAKING NEWS

କରୋନା ଯୋଗୁ ସଙ୍କଟରେ କୌଳିକ ବୃତ୍ତି

ଗୁଣପୁର : କରୋନା ଯୋଗୁ ହଜିବାକୁ ବସିଛି କୌଳିକ ବୃତ୍ତି । ଚିନ୍ତାରେ ପଡିଛନ୍ତି ଗୁଣପୁରର ବାଉଁଶ କାରିଗର । ଦିନକୁ ଦିନ ବାଉଁଶ ତିଆରି ସାମଗ୍ରୀର ଚାହିଦା କମୁଥିବା ବେଳେ ଏବେ ପୁଣି କରୋନାର ଛାଟ । ଦିନରାତି ପରିଶ୍ରମ କରି ବାଉଁଶରୁ ଭଳିକିଭଳି ଜିନିଷ ତିଆରି କରୁଛନ୍ତି କାରିଗର । ହେଲେ ଦୋକାନ ବଜାର ବନ୍ଦ ଯୋଗୁ ଏଗୁଡିକ ବିକ୍ରି ନହୋଇ ପଡ଼ି ରହିଛି । ଯାହା ପାଇଁ କ୍ଷତି ସହୁଛନ୍ତି ବାଉଁଶ କାରିଗର ମାନେ । ଆଗକୁ ପରିବାର କିଭଳି ଭରଷ ପୋଷଣ କରିବେ ସେ ନେଇ ସରକାରଙ୍କୁ ଲଗାଇଛନ୍ତି ଗୁହାର । ଦେଖିବା ଏହି ରିପୋର୍ଟ.. . .

BjdElectrycity

Leave A Reply

Your email address will not be published.