Latest Odisha News

BREAKING NEWS

ଆଜିଠୁ ୩ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ

ଭୁବନେଶ୍ୱର: ଆଜିଠୁ ବ୍ୟାଙ୍କ ଗୁଡିକ ଲଗାତାର ଭାବେ ୩ ଦିନ ଲାଗି ବନ୍ଦ ରହିବ । ଯାହାଫଳରେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ହେଲେ ଗ୍ରାହକଙ୍କୁ ଆସନ୍ତା ସୋମବାର ଯାଏଁ ଅପେକ୍ଷା କରିବାକୁ ପଡିବ ।

ଆଜି ପବିତ୍ର ମହାଶିବରାତ୍ରୀ ପଡୁଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି ।

ସୂଚନାଯୋଗ୍ୟ, ଗତକାଲି ତଥା ଫେବୃଆରୀ ୨୨ ତାରିଖ ଦିନ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିଥିବା ବେଳେ ଫେବୃଆରୀ ୨୩ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ । ଯାହାଫଳରେ ଲଗାତାର ଭାବେ ବ୍ୟାଙ୍କ ୩ ଦିନ ଯାଏଁ ବନ୍ଦ ରହିବ ।

Leave A Reply

Your email address will not be published.