କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲର ଦ୍ୱିତୀୟ ଦିବସରେ ବସନ୍ତ ମହାନ୍ତିଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୩୩୨ ରନରେ ବେଙ୍ଗଲକୁ ଅଲଆଉଟ କରିଦେଇଛି । ବସନ୍ତ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ପ୍ରୀତ ସିଂହ ଚୌହ୍ୱାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ ।
ବେଙ୍ଗଲର ଅନୁସ୍ତୁନ ମଜମୁଦାର ୧୫୭ ରନ କରି ଆଉଟ ହୋଇଥିଲେ ।