Latest Odisha News

BREAKING NEWS

ସେପ୍ଟେମ୍ୱର ୧ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସବୁଠୁ ବଡ ଗଣ ପର୍ବ ନୂଆଖାଇ  । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରକିବାକୁ ନିଷ୍ପତି ନେଇଛନ୍ତି  ।

ସେପ୍ଟେମ୍ୱର ୧ରେ ପଡୁଛି ନୂଆଖାଇ  । ଏହି ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ବନ୍ଦ ରହିବ  । ଏ ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି  ।

Leave A Reply

Your email address will not be published.