ରିତେଶ ଅଗ୍ରୱାଲ ୟଙ୍ଗ ବିଲିୟନେୟାର ଉଦ୍ୟୋଗୀ ସହ ଓୟୋର ପ୍ରତିଷ୍ଠାତା । ୨୦୧୩ରେ ଓରଭେଲ କୁ ଓୟୋରେ ପରିଣତ କରିଥିଲେ । ଯାହା ଏବେ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚୟ ଦେଇଛି । ତେବେ କିଛି ଦିନ ହେଲା ଏହା ଦେବାଳିଆ ଆଡକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହିତ ମିଛ ପ୍ରଚାର ବୋଲି ଟ୍ୱିଟ କରି ଜଣାଇଛନ୍ତି ଖୋଦ୍ ରିତେଶ । ମହାମାରୀ ପରେ ପରେ ଓୟୋ ସ୍ଥିତି ସୁଧୁରିବାରେ ଲାଗିଛି । ଏବେ ଏହି ବୃହତ୍ତମ ବଜାର ଲାଭଜନକ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି ।
BREAKING NEWS
- ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା
- ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ
- Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ
- ୪୭ ବର୍ଷ ପରେ ଏକାଠି ରଜନୀକାନ୍ତ ଓ କମଲ ହାସନ, ଧମାକା କଲା ପ୍ରୋମୋ…
- ୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ
- ଥାଇଲ୍ୟାଣ୍ଡରୁ ଉଦ୍ଧାର ହେଲେ ୪ ଓଡ଼ିଆ…
- AI ସମ୍ମିଳନୀରେ ସାର୍ଟ ଖୋଲି ହଙ୍ଗାମା; ଜେଲ୍ ଗଲେ ୪ ଅଭିଯୁକ୍ତ
- ଆମ ପୂର୍ବରୁ କେମିତି ଜାଣିଲେ; ପ୍ରେଗନାନ୍ସି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଅଭିନେତ୍ରୀ ସରଗୁନ୍…
- Puri Jagannath Temple: କାଳିଆ ହୁଣ୍ଡିରୁ ମିଳିଲା ୫୮ କେଜି ସୁନା; ୨୦୨୫ରେ ଏତିକି ଟଙ୍କା ସଂଗ୍ରହ…
- କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…
Comments are closed.