ଅହମ୍ମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଗୁରୁବାର ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ଏବଂ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକୁ ସମର୍ଥନ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିଗୁଡିକ ହେଲା-
୧.୨୦୨୧ ଆଇପିଏଲରେ ପୂର୍ବଭଳି ୮ଟିମ୍ ଖେଳିବେ । ୨୦୨୨ରୁ ୧୦ ଟିମ୍ ବିଶିଷ୍ଟ ଟୁର୍ଣ୍ଣାମେଂଟ କରାଯିବ ।
୨.୨୦୨୮ ଅଲିମ୍ପିକ୍ସରେ ଭାରତକୁ ସାମିଲ କରିବା ନେଇ ବିସିସିଆଇ ଆଇସିସିକୁ ସମର୍ଥନ କରିଛି ।
୩.ଅଦାନୀ ଗ୍ରୁପ ଓ ଗୋୟନିକା ଗ୍ରୁପ ଆଇପିଏଲ ଟିମ୍ କିଣିବା ନେଇ ଆଗ୍ରହୀ ।
୪.ଟେକ୍ନିକାଲ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ପାସ୍ ।
୫.ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡ ଡାଇରେକ୍ଟର ପଦ ବଜାୟ ରଖିବେ ।
୬. ରାଜୀବ ଶୁକ୍ଲାଙ୍କୁ ବିସିସିଆଇ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରିଛି ।
୭. ବିଶ୍ୱକପ ପାଇଁ ଟ୍ୟାକ୍ସ ଛାଡ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ ।
୮.କ୍ରିକେଟର୍ସଙ୍କ ଇନସୁରାନ୍ସ ୫ ଲକ୍ଷରୁ ବଢ଼ାଇ ୧୦ ଲକ୍ଷ କରି ଦିଆଯାଇଛି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.