Latest Odisha News

BREAKING NEWS

ସକାଳେ ପିଅନ୍ତୁ ଅଧାଗ୍ଲାସ, ଦୂର ହେବ ଏହି ସମସ୍ୟା….

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବହୁ ସଚେତନ ରହିଥାନ୍ତି  । କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ , ଆଉ କିଏ ଜିମ୍ ଯାଇ ଏକ୍ସସାଇଜ୍ କରନ୍ତି । ସାଧାରଣତଃ କିଛି ଲୋକ ସକାଳୁ ଉଠି ଲେମ୍ବୁ ପାଣି ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆମ ଶରୀର ପାଇଁ କେତେ ଲାଭକାରୀ । ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ ।

ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଏହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିବା ସହିତ ସୃତିଶକ୍ତି ପ୍ରଖର କରେ। ଲେମ୍ବୁପାଣି ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ହାର୍ଟ ଆଟାକ୍‌, ମେଦବହୁଳତା,ରକ୍ତଚାପ ଓ ଡାଇବେଟିସ୍‌ ସମସ୍ୟା ଦୂର ହୋଇଥାଏ। ଏହା ଇନସୁଲିନ୍‌କୁ କ୍ରିୟାଶୀଳ କରାଇବା ସହିତ କର୍କଟ ରୋଗ ନିରାକରଣରେ ମଧ୍ୟ ସାହାର୍ଯ୍ୟ କରେ। ଲେମ୍ବୁ ପାଣିକୁ ସକାଳୁ ଉଠି ଅଧା ଗ୍ଲାସ ପିଅନ୍ତୁ , ଦେଖିବେ କିଡନୀ ଷ୍ଟୋନ୍ ସମସ୍ୟା ବି ଦୂରେଇ ଯିବ ।

Leave A Reply

Your email address will not be published.