Latest Odisha News

BREAKING NEWS

୪୦ରୁ ଅଧିକ ଗାଡ଼ିର ସାଇଲେନ୍ସର ଜବତ;ଡ୍ରୋଜର ଚଢ଼ାଉ କରାଗଲା ନଷ୍ଟ

ବ୍ରହ୍ମପୁର:ଅମାନିଆ ଗାଡ଼ି ଚାଳକଙ୍କ ଉପରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ।ବିକଟାଳ ଶବ୍ଦ ବାହାର କରୁଥିବା ୪୦ରୁ ଅଧିକ ଗାଡ଼ିର ସାଇଲେନ୍ସସରକୁ ଜବତ କରିଛି ବ୍ରହ୍ମପୁର ପୋଲିସ । ଉକ୍ତ ସାଇଲେନ୍ସସରକୁ ଡ୍ରୋଜର ଚଢ଼ାଉ ନଷ୍ଟ କରାଯାଇଛି ।

ସୂଚନାଥାଉକି, ବ୍ରହ୍ମପୁର ଟ୍ରାଫିକ ଥାନା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ ସମୟରେ ଗାଡ଼ିକୁ ଜବତ କରାଯାଇ ସାଇଲେନ୍ସସରକୁ ଗାଡ଼ିରୁ ବାହାର କରାଯାଇଥିଲା । ଏପଟେ ଚାଲାଣରୁ ବର୍ତ୍ତିବା ନିମନ୍ତେ ଗାଡିର ନମ୍ବର ପ୍ଲେଟରେ ଲଗାଯାଇଥିବା କନା, ଫୁଲମାଳ, ଷ୍ଟିକରକୁ ମଧ୍ୟ ବାହାର କରିଛି ପୋଲିସ ।

Leave A Reply

Your email address will not be published.