ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୨୮୮୦୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ମଞ୍ଜୁଲତା ମଣ୍ଡଳ ସମୁଦାୟ ୫୧୨୩୦୫ ଭୋଟ୍ ପାଇଥିବାବେଳେ ଅଭିମନ୍ୟୁ ସେଠୀଙ୍କୁ ମିଳିଛି ୪୮୩୫୦୨ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀ ୨୦୭୮୧୧ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- Asian Games: ଶ୍ରୀଲଙ୍କାକୁ ଧୂଳି ଚଟାଇ ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ! ୧୪୭ ରନ୍ରେ ଜିତିଲା ମହିଳା କ୍ରିକେଟ୍ ଟିମ୍
- ଶ୍ରୀମନ୍ଦିରରେ ‘ବାମନ ଜନ୍ମ’ ନୀତି; ବୁଧବାର ୬ ଘଣ୍ଟା ପାଇଁ ଦର୍ଶନ ବନ୍ଦ
- ଡିଜେ-ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଖୁବଶୀଘ୍ର ଆସିବ ଗାଇଡଲାଇନ
- ଇତିହାସ ରଚିଲା ‘ରାକା’; ଆଲୁ ଅର୍ଜୁନ-ଆଟଲିଙ୍କ ଫିଲ୍ମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ
- ପ୍ଲାଷ୍ଟିକ୍ ବ୍ୟବସାୟ ପାଇଁ ଇପିଆର୍ ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ
- ବଙ୍ଗୋପସାଗରରେ ଅବପାତ: ଦକ୍ଷିଣ ଓଡିଶାର ଏହି ୪ ଜିଲ୍ଲାକୁ ‘ରେଡ୍ ୱାର୍ଣ୍ଣିଂ’, ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର
- Sri Jagannath land: ମନ୍ତ୍ରୀଙ୍କ ନାଁରେ ଅଛି କି ମହାପ୍ରଭୁଙ୍କ ଜମି? ଉଠିଲା ପ୍ରଶ୍ନ, କଡା ଜବାବ ରଖିଲେ ଆଇନମନ୍ତ୍ରୀ…
- ସେକେଣ୍ଡ ହ୍ୟାଣ୍ଡ ସ୍କୁଟି କିଣୁଥିବା ବେଳେ ଧରାପଡ଼ିଲା ୪୫ ହଜାର ଟଙ୍କା ନକଲି ନୋଟ
- ମଣିଷ ପେଟରେ ଘୁଷୁରୀ କିଡ୍ନୀ
- କଲରାପତରିଆ ବାଘ ଚମଡ଼ା ଜବତ କଲା ଭିଜିଲାନ୍ସ, ଜଣେ ଅଟକ

Comments are closed.