Latest Odisha News

BREAKING NEWS

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକଙ୍କୁ ୨୩୮୩୯ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅପରାଜିତା ଷଡ଼ଙ୍ଗୀ ସମୁଦାୟ ୪୮୬୯୯୧ ଭୋଟ୍‍ ପାଇଥିବାବେଳେ ଅରୂପ ମୋହନ ପଟ୍ଟନାୟକଙ୍କୁ ମିଳିଛି ୪୬୩୧୫୨ଟି ଭୋଟ୍‍ । ସିପିଆଇ (ଏମ) ପ୍ରାର୍ଥୀ ଜନାର୍ଦ୍ଧନ ପତି ୨୩୦୨୬ଟି ଭୋଟ୍‍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.