Latest Odisha News

BREAKING NEWS

ରାସ୍ତାରେ ଚାଲୁଥିବା ବେଳେ ବଜ୍ରପାତ: ଶ୍ରମିକ ମୃତ

ଭଦ୍ରକ: ବଜ୍ରପାତ ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ରାସ୍ତାରେ ଚାଲୁଥିବା ଅବସ୍ଥାରେ ବଜ୍ରପାତର ଶୀକାର ହୋଇଛନ୍ତି ଜଣେ ଶ୍ରମିକ ।

 

ଭଦ୍ରକ ଜିଲ୍ଲା ବରପଦା ଅନ୍ତର୍ଗତ ରାନ୍ଦିଆ ରାମେଶ୍ୱର ଗ୍ରାମର ରାମ ମାରାଣ୍ଡି ରାସ୍ତାରେ ଚାଲିଚାଲି ଯିବାବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ବଜ୍ରପାତର ଶୀକାର ହେବାପରେ ତାଙ୍କୁ ସ୍ଥାନୀୟ କିଛି ଲୋକ ଭଦ୍ରକ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.