Latest Odisha News

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପରିସରରେ ସମ୍ପୃକ୍ତ ପୋଲିସ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ପୋଲିସଙ୍କୁ ତଦନ୍ତ ଅଧୀନରେ ଅଣାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ତଦନ୍ତକରାଯାଉଛି, ଠିକ ସମୟରେ ଏନେଇ ପୋଲିସ ବକ୍ତବ୍ଯ ରଖିବ । ବର୍ତ୍ତମାନ କୌଣସି ବକ୍ତବ୍ଯ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି କମିଶନର କହିଛନ୍ତି। ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି। ସତ୍ଯତା ଓ ପ୍ରମାଣ ଭିତିରେ ନିଷ୍ପତ୍ତି ନିଆଯିବ ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.