Latest Odisha News

BREAKING NEWS

କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ସବ୍-କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଉଭୟ କାର୍ଯ୍ୟାଳୟ ବନ୍ଦ । ଏହି ଦୁଇ କାର୍ୟ୍ୟାଳୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଦୁଇଟିଯାକ କାର୍ଯ୍ୟାଳୟକୁ ୫ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ଆସନ୍ତା ୨୧ ତାରିଖ ଯାଏ ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଦୁଇଟି କାର୍ଯ୍ୟାଳୟକୁ ବିଶୋଧନ କରାଯିବ । ଏହାପରେ ପୁଣି ଥରେ ଖୋଲିବ ବୋଲି କୁହାଯାଇଛି ।

Leave A Reply

Your email address will not be published.