ପାଟନା : ବିହାରରେ ଭୂକମ୍ପର ଝଟକା ଅନୁଭୂତ । ପାଟନା, କିଷନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ବିହାର ସହ ଆସାମ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ ।
BREAKING NEWS
- କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…
- ୨୦୨୪ ଜୁନରୁ ଏବେ ଯାଏଁ ଶ୍ରୀମନ୍ଦିର ଉପରେ ଉଡ଼ିଛି ୧୦ ଥର ଡ୍ରୋନ୍
- ମୋଦି ଆମକୁ ଲୁଟୁଥିଲେ; ଟାରିଫ ବିବାଦ ମଧ୍ୟରେ ଏଭଳି କହିଲେ ଟ୍ରମ୍ପ…
- ସାଢ଼େ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
- Liquor in Tetra Packs: ଏବେ କାଚ ନୁହେଁ ଟେଟ୍ରା ପ୍ୟାକ୍ରେ ମିଳିବ ମଦ
- ୧୪ ବର୍ଷ ପରେ ସିରିଆରେ ପୁଣି ଖୋଲିବ ଆମେରିକୀୟ ଦୂତାବାସ! ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ..
- CRPF bulletproof vehicle falls: କେନାଲରେ ଖସି ପଡ଼ିଲା CRPF ଯବାନଙ୍କ ବୁଲେଟପ୍ରୁଫ୍ ଗାଡ଼ି, ୭ ଯବାନ ଆହତ
- Let ଟାର୍ଗେଟରେ ଲାଲକିଲ୍ଲା; ଆଲର୍ଟରେ ସୁରକ୍ଷା ଏଜେନ୍ସି…
- ଏହି ଦିନ ଆସିବ ପିଏମ-କିଷାନର ୨୨ତମ କିସ୍ତି? ଜାଣନ୍ତୁ କେମିତି ଚେକ୍ କରିବେ ଷ୍ଟାଟସ୍ !
- ‘ଦରକାର ପଡ଼ିଲେ ଯେକୌଣସି ଦେଶକୁ ଧ୍ବଂସ କରିଦେବୁ- ଟ୍ରମ୍ପ
Comments are closed.