ପଦ୍ମପୁର : କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା ପେନଡ୍ରାଇଭକୁ ପ୍ରମାଣ ଭାବେ ସିଇଓଙ୍କ ଠାରେ ଦାଖଲ କରିଛି ବିଜେଡି । ଭୋଟ୍ ଦିନ ବି ପ୍ରଦୀପ ପୁରୋହିତ ଟଙ୍କା ବାଣ୍ଟୁଛି ବୋଲି ଅଭିଯୋଗ ଆଣି ବିଜେଡି ସୁଧୀର ପାଟ୍ଟଯୋଶୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
BREAKING NEWS
- ୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପଦକ୍ଷେପ: ଇସ୍ତାହାର କମିଟିରେ ରାଘବ ଚଢ଼ା ଓ ହରଭଜନ ସିଂହ ସାମିଲ
- Maritime Security:ସମୁଦ୍ର ଡକାୟତି ଓ ଆତଙ୍କବାଦ ବିରୋଧରେ ଭାରତ ଓ ସୋମାଲିଆ ଏକଜୁଟ; ସାମୁଦ୍ରିକ ସୁରକ୍ଷା ନେଇ ଆଲୋଚନା
- ଡାକ୍ତର ଭୂମିକାରେ ନଜର ଆସିବେ ସୂର୍ଯ୍ୟା, ‘ଜୟ ଭୀମ୍’ ପରେ ପୁଣି ଟିଜେ ଗନାନବେଲଙ୍କ ସହ କରିବେ କାମ
- ଆଇସିସିର ବଡ଼ ନିଷ୍ପତ୍ତି: ଭାରତରେ ଖେଳାଯିବ ୨୦୨୯ ଚାମ୍ପିୟନ୍ସ ଟ୍ରଫି, ୨୦୩୧ ବିଶ୍ୱକପ୍
- କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର,ସୁରକ୍ଷାକର୍ମୀଙ୍କୁ ମାଡ଼;ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ
- ‘ପଞ୍ଚାୟତ ସିଜିନ୍-୫’କୁ ଅପେକ୍ଷା କରିଥିବା ଦର୍ଶକଙ୍କୁ ନିରାଶ କଲେ ନିର୍ମାତା…
- ‘ସାହିତ୍ୟ ଓ ଆମେ’ ବିଷୟକୁ ନେଇ ସାହିତ୍ୟ ଚର୍ଚ୍ଚା, ଟେକନୋଲୋଜିର ବ୍ୟବହାର ସହ ବହି ପଢ଼ିବାକୁ ପରାମର୍ଶ
- ଗମ୍ଭୀରଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା, ଟାର୍ଗେଟରେ ରୋହିତ-କୋହଲି କି ?
- ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଉଦଘାଟିତ;ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଭାଷାର ଲେଖକଙ୍କ ଅଂଶଗ୍ରହଣ
- ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମାଲକାନଗିରିକୁ ୧୬୧ କୋଟିର ପ୍ରକଳ୍ପ ଭେଟି

Comments are closed.