Latest Odisha News

BREAKING NEWS

Browsing Tag

Money Distribution

ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ପଦ୍ମପୁର : କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା…

ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ, ସିଇଓଙ୍କୁ ଫେରାଦ୍ ହେଲା ବିଜେଡି

ପଦ୍ମପୁର: ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ । ଏପରି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ୍ ହୋଇଛି ବିଜେଡି । ପାଇକମାଳ ବ୍ଲକର ବିଜାଡିହି ଗାଁରେ ଜନୈକ ସାମ୍ୱାଦିକ ତଥା ବିଜେପି ସମର୍ଥକ ଜଣେ ବ୍ୟକ୍ତିଙ୍କୁ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ଦେଇ ଭିଡିଓ କରୁଥିଲେ ଓ ବ୍ୟକ୍ତି ଜଣକୁ…

ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଜନଅସନ୍ତୋଷ

ପଦ୍ମପୁର: ଭୋଟ୍ ପୂର୍ବରୁ ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗ । ପାଇକମାଳ ବ୍ଲକ ସରେଇକଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ୨ ବିଜେଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା । ଏକ ଧଳା ରଙ୍ଗର ଇନୋଭାରେ ଦୁହେଁ ଆସିଥିଲେ ।…