ପଦ୍ମପୁର: ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ । ଏପରି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ୍ ହୋଇଛି ବିଜେଡି । ପାଇକମାଳ ବ୍ଲକର ବିଜାଡିହି ଗାଁରେ ଜନୈକ ସାମ୍ୱାଦିକ ତଥା ବିଜେପି ସମର୍ଥକ ଜଣେ ବ୍ୟକ୍ତିଙ୍କୁ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ଦେଇ ଭିଡିଓ କରୁଥିଲେ ଓ ବ୍ୟକ୍ତି ଜଣକୁ ଟଙ୍କା ବିଜେଡି ଦେଇଥିବା କହିବାକୁ ପ୍ରବର୍ତ୍ତାଉଥିଲେ । ୨ ହଜାର ଟଙ୍କା ବିଜେଡି ଦେଇଛି ବୋଲି କହିବାକୁ ସେ ବଳପ୍ରୟୋଗ କରିଥିଲେ । ବ୍ୟକ୍ତି ଜଣଙ୍କୁ ସାମ୍ୱାଦିକ ଏପରି କରିବାକୁ ଧମକାଇଥିଲେ ବୋଲି ବିଜେଡି ସିଇଓଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛି । ଏକ ଧଳା ରଙ୍ଗର କାର ଆଗରେ ଛିଡା ହୋଇ ଟିଭି ସାମ୍ୱାଦିକ ନିଜ ମୋବାଇଲେ ରେକଡିଂ କରୁଥିଲେ । ଯାହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରି ବିଜେଡି ଭିଡିଓ ଥିବା ପେନ୍ ଡ୍ରାଇଭ୍ ସିଇଓଙ୍କ ଠାରେ ଦାଖଲ କରିଛି ।
BREAKING NEWS
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍


Comments are closed.