Latest Odisha News

BREAKING NEWS

ବିଜେପୁର ଉପନିର୍ବାଚନ ଭୋଟଗଣତି: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବାବେଳେ ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ସବୁଠୁ ଆଗୁଆ ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଖାତାରେ ୭୨୭୦ ଖଣ୍ଡ ଭୋଟ ପଡିଥିବାବେଳେ ବିଜେପିର ୨୧୬୧ ଏବଂ କଂଗ୍ରେସ ୨୫୨ ଖଣ୍ଡ ଭୋଟ୍ ହାତେଇପାରିଛି ।

ଏହି ଆସନ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା ।

Leave A Reply

Your email address will not be published.