Latest Odisha News

BREAKING NEWS

ଓଡିଶାର ୨୧ ଲୋକସଭା ଆସନରୁ ୧୦ଟି ଲାଗି ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର : ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ନବରଙ୍ଗପୁର ବିଧାୟକ ବଳଭଦ୍ର ମାଝିଙ୍କୁ ଟିକେଟ ଦେଇଛି ଦଳ । ସେହପରି ପ୍ରଶାସିକାରୁ ରାଜନୀତିରେ ପ୍ରବେଶ କରିଥିବା ଅପରାଜିତା ଷଡଙ୍ଗିକୁ ଭୁବନେଶ୍ୱର ଆସନରୁ ଟିକେଟ ଦେଇଛି ବିଜେପି ।

୧୦ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା-

ସୁନ୍ଦରଗଡ- ଜୁଏଲ ଓରାମ୍
କେନ୍ଦୁଝର- ଅନନ୍ତ ନାୟକ
ବାଲେଶ୍ୱର- ପ୍ରତାପ ଷଡଙ୍ଗୀ
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ବଲାଙ୍ଗିର- ସଙ୍ଗିତା କୁମାରୀ ସିଂହଦେଓ
ନବରଙ୍ଗପୁର- ବଳଭଦ୍ର ମାଝି
କେନ୍ଦ୍ରାପଡା- ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର- ଅପରାଜିତା
ଆସ୍କା- ଅନିତା ପ୍ରିୟଦର୍ଶନୀ
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

Leave A Reply

Your email address will not be published.