Latest Odisha News

BREAKING NEWS

ଭୁବନେଶ୍ୱରରେ ଜଳିଗଲା ବସ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଆଇଗିଣିଆ ଛକ ନିକଟରେ ଗୁରୁବାର ଦିନ ଏକ ଘରୋଇ ବସ ସମ୍ପୂର୍ଣ୍ଣ ଜଳିଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଇଗିଣିଆ ନିକଟରେ ଏହି ବସଟି ଗତ ୨ଦିନ ହେବ ରାସ୍ତାକଡରେ ପାର୍କିଂ ହୋଇଥିଲା । ତେବେ ରାସ୍ତାକଡରେ ଥିବା ଏହି ବସରେ କେଉଁ କାରଣରୁ ନିଆଁ ଲାଗିଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହାବ୍ୟତିତ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.