Latest Odisha News

BREAKING NEWS

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପଶ୍ଚିମବଙ୍ଗ ଗସ୍ତରୁ ଆସିବା ପରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ପାଇଥିଲେ । ଟେଷ୍ଟ କରାଇବା ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇ ନେବା ପାଇଁ ସେ ଅନୁରୋଧ କରିଛନ୍ତି ।

ପଶ୍ଚିମବଙ୍ଗ ଗସ୍ତରେ ଜେପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ନଡ୍ଡାଙ୍କର କିଛି ହୋଇ ନ ଥିବା ବେଳେ କୈଳାଶ ବିଜୟବର୍ଗିୟ ଆହତ ହୋଇଥିଲେ ।

Leave A Reply

Your email address will not be published.