Latest Odisha News

BREAKING NEWS

ଜମାତିଙ୍କୁ ନେଇ ବବିତାଙ୍କ ଟୁଇଟ ବିବାଦ ସୃଷ୍ଟି କଲା

ପାନୀପତ: ମହିଳା ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଜମାତିଙ୍କୁ ମୂର୍ଖ, ଅବିବେକି କହିବା ଫଳରେ ବିବାଦ ସୃଷ୍ଟି ହୋଇଛି । ଫୋଗଟ ଉପରୋକ୍ତ ବାକ୍ୟ ଟୁଇଟ କରିଥିଲେ । ଏହା ପରେ ତାଙ୍କୁ କେତେକ ବ୍ୟକ୍ତି ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏଥିରେ ସେ ବିରକ୍ତ ହେବା ସହ ମୁଁ ବାକ୍ୟରେ ଅଟଳ ରହିଛି । ଯେଉଁମାନଙ୍କୁ ସତ ଶୁଣିବାକୁ କଷ୍ଟ ହେଉଛି ସେମାନେ ଏଥିପାଇଁ ପ୍ରସ୍ତୁତି କରନ୍ତୁ ବୋଲି କହିଛନ୍ତି ।

BjdElectrycity

ହରିୟାଣାରେ ସଂକ୍ରମିତଙ୍କ ସଂଖ୍ୟା ୨୦୭ ପହଂଚିଛି । ଏଥିମଧ୍ୟରୁ ୧୨୧ ଜଣ ଜମାତିଙ୍କ ଦାୟିତ୍ୱହୀନତା ନେଇ ସଂକ୍ରମିତ ହୋଇଛନ୍ତି । ମୋତେ ଧମକ ଦିଆଯାଉଛି, ହେଲେ ମୁଁ ଡରକୁଳା ନାହିଁ । ଭାରତର ଝିଅ ଆଉ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି ବୋଲି କହିଛନ୍ତି । ୨୦୧୯ ନିର୍ବାଚନରେ ବବିିତା ବିଜେପି ପକ୍ଷରୁ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

Leave A Reply

Your email address will not be published.