Latest Odisha News

BREAKING NEWS

ମଧ୍ୟପ୍ରଦେଶ ଉପ ନିର୍ବାଚନ : ବିଜେପି,ଶିବରାଜଙ୍କ ରାଜ ଜାରି

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ଗଣନାରେ ବିଜେପି ଆଗରେ ରହିଛି । ଖବର ହସ୍ତଗତ ହେଲା ବେଳକୁ ମଧ୍ୟପ୍ରଦେଶର ୨୮ ବିଧାନସଭା ସିଟରୁ ବିଜେପି ୧୯ରେ ଆଗରେ ରହିଛି । କଂଗ୍ରେସ ୮ ଏବଂ ବସପା ଗୋଟିଏ ସିଟ ଆଗରେ ଚାଲିଛି । ଫଳରେ ଏଠାରେ ଶିବରାଜ ସିଂ ଚୌହ୍ୱାନଙ୍କ ରାଜୁତି ଜାରି ରହିଛି ।

କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ମଧ୍ୟ ଉପ ନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ୨୮ରୁ ୧୬ ସିଟରେ ସିନ୍ଧିଆ ସମର୍ଥକ ମାନେ ନିର୍ବାଚନ ଲଢ଼ୁଛନ୍ତି ।

Leave A Reply

Your email address will not be published.