Latest Odisha News

BREAKING NEWS

ୟୁପି ନିର୍ବାଚନ: ଅଖିଳେଶଙ୍କୁ ଟକ୍କର ଦେବେ ବାଘେଲ

କରହଲ: ୟୁପି ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି । ବିଜେପି କେନ୍ଦ୍ର ମନ୍ତ୍ରୀ ତଥା ଆଗ୍ରା ଏମପି ଏସପି ସିଂ ବାଘେଲଙ୍କୁ ଏଠାରେ ଟିକେଟ ପ୍ରଦାନ କରିଛି । ପୂର୍ବ ରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସୁରକ୍ଷାରେ ବାଘଲେ ନିୟୋଜିତ ଥିଲେ । ଅଖିଳେଶଙ୍କ ଜାତି ସମୀକରଣକୁ ମାତ ଦେବା ବିଜେପି ବଡ ମୁଭ କରିଛି ।

କରହଲକୁ ଏସପିର ଦୁର୍ଗ କୁହାଯାଏ । ତେବେ ଏଥର ଳଢେ଼ଇ ରୋମାଂଚକ ହେବ ବୋଲି ଆଶା କରାଯାଇଛି । ବାଘଲେ ପୂର୍ବରୁ ଏସପି ସହ ଜଡିତ ଥିବାରୁ ସେ ଭଲ ଭାବେ ସେମାନଙ୍କ ରାଜନୈତିକ ଗୋଟି ଚାଳନା ଜାଣିଛନ୍ତି । ଏଠାରେ ସର୍ବାଧିକ ୩୮ ପ୍ରତିଶତ ଯାଦବ ଭୋଟର ଅଛନ୍ତି ।

Comments are closed, but trackbacks and pingbacks are open.