Latest Odisha News

ବିଜେଡିରେ ମିଶିଲେ ବିଜେପି ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରିୟବ୍ରତ ମାଝି

ବାରିପଦା : ଓଡିଶା ବିଜେପି ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଡ଼ଃ ପ୍ରିୟବ୍ରତ ମାଝି ଗୁରୁବାର ଦିନ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀର କଳବଦିଆ ଠାରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ।

କଂଗ୍ରେସର ପୂର୍ବତନ ଖୁଣ୍ଟା ବ୍ଲକ୍ ଅଧ୍ୟକ୍ଷ ଗଙ୍ଗାଧର ହେମ୍ବ୍ରମ୍ ଏବଂ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ।

ସେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ବାରିପଦା ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ।

Leave A Reply

Your email address will not be published.