Latest Odisha News

୨୦୧୯ରେ ବାହାହେବେ କେଉଁ ବଲିଉଡ୍‍ ତାରକାମାନେ, ଆସନ୍ତୁ ଜାଣିବା

୨୦୧୯ରେ ବଲିଉଡର ଯେଉଁ ତାରକାମାନେ ବିବାହ ବଂଧନରେ ବାନ୍ଧିହେବାକୁ ଯାଉଛନ୍ତି, ସେମାନେ ହେଲେ:

ରଣବୀର କପୁର ଏବଂ ଆଲିଆ ଭଟ୍ଟ
ଟାଇଗର ଶ୍ରଫ୍‍ ଏବଂ ଦିଶା ପତନି
ବରୁଣ ଧାୱନ ଏବଂ ନତାଶା
ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ
ଶ୍ରଦ୍ଧା କପୁର ଏବଂ ରୋହନ ଶ୍ରେଷ୍ଠା
ରାଜକୁମାର ରାଓ ଏବଂ ପତ୍ରଲେଖା
ପ୍ରତୀକ ବାବର ଏବଂ ସାନ୍ୟା ସାଗର
ପୂଜା ବାନାର୍ଜୀ ଏବଂ କୁନାଲ ଭର୍ମା
ଇଲିଆନା ଡି-କୄଜ ଏବଂ ଆଣ୍ଡ୍ରୱ ନିବୋନ
ଫରହାନ୍‍ ଅଖତର୍‍ ଏବଂ ଶିବାନି

Comments are closed.