Latest Odisha News

BREAKING NEWS

ଏକତ୍ର ୯ଜଣଙ୍କୁ ବିବାହ କଲେ ବ୍ରାଜିଲ ଯୁବକ

ନୂଆଦିଲ୍ଲୀ: ବ୍ରାଜିଲର ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ପତ୍ନୀଙ୍କ ସମେତ ୯ଜଣ ମହିଳାଙ୍କୁ ଏକତ୍ର ବିବାହ କରିଛନ୍ତି । ମଡେଲ ଆର୍ଥର ଓ ଓସରୋ ଗୋଟିଏ ବିବାହ ପ୍ରଥାକୁ ବିରୋଧ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଲୁଆନା ମଧ୍ୟ ସମର୍ଥନ କରିଥିଲେ ।

ଆର୍ଥର ଓ ଲୁଆନା ତାଙ୍କ ବିବାହ ପରେ ନ୍ୟୁଡିଟି ପାଇଁ ଖ୍ୟାତିଲାଭ କରିଥିବା କ୍ୟାପ ଡି ଆଗଡେରେ ଖୁଲମଖୁଲା ହନୀମୁନ ମନେଇଥିଲେ । ସେହିପରି କରୋନା ମହାମାରୀ ସମୟରେ ସେମାନେ ସେକ୍ସ ଟିପ୍ସ ଦେଇ ଚର୍ଚ୍ଚାକୁ ଆସିଥିଲେ । ଚଳିତ ମାସରେ ଆର୍ଥର ବେକରେ ବେଲ୍ଟ ଲଗାଇ ଲୁଆନ ଷ୍ଟେସନ ଯାକ ବୁଲାଇଥିଲେ ।

Leave A Reply

Your email address will not be published.