Latest Odisha News

BREAKING NEWS

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ: ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି ।

ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି ପକ୍ଷରୁ ଏଥର ୩୦ ଜଣ ରଥୀମହାରଥୀ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନିଆଯାଇଛି ।

ସେହିପରି ବିଜେପି ପକ୍ଷରୁ ମଧ୍ୟ ୩୦ ଷ୍ଟାର କାମ୍ପେନରଙ୍କ ନାମ ଘୋଷଣା କରାଯାଇଛି ।

Leave A Reply

Your email address will not be published.