ଭୁବନେଶ୍ୱର: କେକକୁ ସୁସଜ୍ଜିତ ଏବଂ ଆକର୍ଷକ ଢ଼ଙ୍ଗରେ ଖାଇବାକୁ ସମସ୍ତେ ଚାହାନ୍ତି । ତେବେ ଏହାକୁ ଭିନ୍ନ ଭାବେ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲରେ ଅପରିସ୍କାର ଏବଂ ଅବିଶ୍ୱସନୀୟ ଢ଼ଙ୍ଗରେ ପରୋଷା ଯାଇଥାଏ । ଇଟାଲୀରେ ଏକ ରେଷ୍ଟୁରାଂଟରେ ଏ ଭଳି ନୂତନ ଶୈଳୀରେ କେକ ଦେଖିବାକୁ ମିଳିଥିଲା । ପ୍ରଥମ ଦେଖାରେ ଏହାକୁ ଖାଇବାକୁ ମନ ଡାକିବନି, କିନ୍ତୁ ଗୋଟିଏ ଚାମଚ ଖାଇବା ଆପଣ ଆଉ ସମ୍ଭାଳି ପାରିବେ ନାହିଁ ।
ଚପଲ ଉପରେ କାଦୁଆ ଲାଗିଲା ପରି ଶୈଳୀରେ କେକ ହେଉ କିମ୍ବା ମାସ୍କ ଭିତରେ ଥିବା ଆବର୍ଜନା ବସ୍ତୁ ସବୁ କିଛି ଏଠାରେ କେକ ରୂପରେ ଦେଖିବାକୁ ମିଳେ । ଅବଶ୍ୟ ହୋଟେଲର ଏହି ନୂତନ ଆଇଡିଆ ଯୋଗୁ ଏଠାରେ ବିକ୍ରି ଏବଂ ଅର୍ଡର ବୃଦ୍ଧି ପାଉଛି । ଦେଖାଯାଉ ଆମ ଓଡିଶାରେ ଏ ଭଳି କେକ କେବେ ଆସୁଛି ।
BREAKING NEWS
- ବେଦାନ୍ତ ଆଲୁମିନିୟମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା: ଲାଭ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬,୧୮୭ କୋଟି
- ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ
- ଜାପାନରେ ବଦଳୁଛି ଶତାବ୍ଦୀର ପୁରୁଣା ଅନ୍ତିମ ସଂସ୍କାର ପରମ୍ପରା: ଗଛ ତଳେ ପୋତାଯାଉଛି ଅସ୍ଥି
- ୨୦୨୭ ସୁଦ୍ଧା ଭୁବନେଶ୍ୱରରେ ହେବ ୩୨,୦୦୦ ପିଏନଜି ଗ୍ୟାସ ସଂଯୋଗ: ସାଂସଦ ଅପରାଜିତା ଷଡ଼ଙ୍ଗୀ
- ବାତ୍ୟା ପରେ ଡରାଉଛି ଆଉ ଏକ ଲଘୁଚାପ…
- ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍ କରୁଛି ଏକ୍ୟୁଆଇ
- ପ୍ରଥମ ଏସଏଫଆଇ ସର୍ଟ କୋର୍ସ ନ୍ୟାସନାଲ ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬: ୬ଟି ପଦକ ଜିତି ଚମକିଲେ ଓଡ଼ିଶା ସନ୍ତରଣକାରୀ
- କୋଟିଆରେ ନିର୍ବାଚନ ତାରିଖ ବଦଳାଇଲେ ଆନ୍ଧ୍ର ନିର୍ବାଚନ କମିଶନର
- ପାର୍ସଲ ପଠାଇବା ପଦ୍ଧତିରେ ଆସିବ ପରିବର୍ତ୍ତନ! ରେଲଓ୍ବେର ଡୋର୍-ଟୁ-ଡୋର୍’ ସେବା ହେବ ଆରମ୍ଭ
- ଓଡ଼ିଶାର ଗର୍ବ: ବିରଳ ନମନୀୟ ପିତ୍ତଳ ମାଛ ଶିଳ୍ପ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଜିତିଲେ ଓଡ଼ିଆ କାରିଗର

Comments are closed.