Latest Odisha News

BREAKING NEWS

Browsing Category

ସହର

City

ଲଜରୁ ଯୁବତୀଙ୍କ ମୃତଦେହ ! ମୃତ୍ୟୁର କାରଣ ଖୋଜୁଛି ପୋଲିସ୍

ବ୍ରହ୍ମପୁର : ବ୍ରହ୍ମପୁରର ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା  ଏକ ଲଜରେ । ମୃତ ଯୁବତୀ ଜଣକ କେରଳର ଅବଦୁଲ ପରିପାଲିପ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆସି  ଏହି ଲଜରେ…

ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ ପାରାଦୀପ। କିଏ ରାସ୍ତା ସଫା କରୁଛି ତ କିଏ ରାସ୍ତା କଡରେ ରଙ୍ଗ ଲଗାଇ ଚକଚକ୍ କରୁଛି। ପାରାଦୀପ ର ଗଳିକନ୍ଦି ଏବେ…

ଆପ୍ ଓଡିଶା ପକ୍ଷରୁ ନୂଆ ରାଜ୍ୟ ସମ୍ପାଦକ ହେଲେ ଅଶୋକ କୁମାର ତ୍ରିପାଠୀ

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହେଲେ ଅଶୋକ କୁମାର ତ୍ରିପାଠୀ । ଅଶୋକ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ପରିଚିତ । ବର୍ତ୍ତମାନ ସେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ…

ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି (ଶନିବାର) ଭୁବନେଶ୍ବର ଠାରେ ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ…

ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ତୃତୀୟ ଦିନରେ ପ୍ରଯୋଜିକା ସନଲିସାଙ୍କ ଧାରଣା

ଭୁବନେଶ୍ଵର: ତୃତୀୟ ଦିନରେ ପହଞ୍ଚିଲା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସାଙ୍କ ସହ କଳାକାରମାନେ । ଦୀର୍ଘ ଦୁଇ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ନ୍ୟାୟ ନମିଳିବାରୁ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସା । ସେପଟେ ଦାବି ପୂରଣ…

ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି , ଖୁବ୍ ଶୀଘ୍ର ପରିବାରକୁ ଫେରିଆସିବେ: ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ବର :  ଏହା ମଧ୍ୟରେ ଘଟଣାକୁ ୧୩ଦିନ ପୁରି ଆଜି ୧୪ ଦିନ ଚାଲିଛି  । ହେଲେ ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି  । ହେଲେ ବାରମ୍ବାର ରେସ୍କ୍ୟୁ ଅପରେସନରେ ବାଧା  ବାଧା ସୃଷ୍ଟି ହେଉଛି ।କେବେ ଘଟିବ ଅପେକ୍ଷାର ଅନ୍ତ ?…

ଆସୁଛି ଲଘୁଚାପ: ୨୬ରେ ଘୂର୍ଣ୍ଣିବଳୟ, ୨୯ରେ ଅବପାତ

ଭୁବନେଶ୍ଵର: ଆସନ୍ତା ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ବଙ୍ଗୋପସାଗରର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର…

ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା , ଲାଗି ହେବ ଗଜ ଓ ତୋରଣ ଭୋଗ

ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା…

ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଡିସେମ୍ବର ୧ରେ ପୁରୀ ଯିବ ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ ସଭାପତି ଶରତ…

ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୩୨୪ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପଟି ହେଉଛି ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ବାରା…