Latest Odisha News

BREAKING NEWS

Browsing Category

ସହର

City

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉନ୍ମୋଚିତ ହେଲା ନୂଆ ରୋପ୍ ଓ୍ବେ ସୁବିଧା

ଭୁବନେଶ୍ୱର: ବହୁ ପ୍ରତିକ୍ଷା ପରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏହାର ନବୀକରଣ ହୋଇଥିବା ରୋପ୍ ଓ୍ୱେ ବ୍ୟବସ୍ଥାର ଉନ୍ମୋଚନ ହୋଇଛି। ଯାହା ଦର୍ଶକଙ୍କୁ ଚିଡ଼ିଆଖାନାରୁ ଉଦ୍ଭିଦ ଉଦ୍ୟାନକୁ ଏକ ଆନନ୍ଦଦାୟକ ଯାତ୍ରା ପ୍ରଦାନ କରୁଛି। କିଛି ସମୟ ଧରି ଏହି ରୋପ୍ ଓ୍ବେର ବ୍ୟାପକ…

ଓଦା ଓ ଶୁଖିଲା ଅଳିଆ ଅଲଗା ହୋଇନଥିଲେ ନେବନି ବିଏମସି ସଫେଇ ଗାଡି

ଭୁବନେଶ୍ୱର: ଓଦା, ଶୁଖିଲା ଅଲଗା ଅଲଗା କରିନଦେଲେ ବିଏମସି ଅଳିଆ ଗାଡି ବର୍ଜ୍ୟବସ୍ତୁକୁ ଗ୍ରହଣ କରିବ ନାହିଁ। କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଏହି…

ମହଙ୍ଗା ପଡିଲା ବିଲ୍ ପୈଠ ନକରିବା, ନିଲାମ ହେଲା ନିର୍ମାଣ ସୌଧ କାର୍ଯ୍ୟାଳୟର ଆସବାବପତ୍ର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ୱରରେ ନିର୍ମାଣ ସୌଧ କାର୍ଯ୍ୟାଳୟର ଥିବା ସମ୍ପତ୍ତି ନିଲାମ ପ୍ରକ୍ରିୟା । କନଷ୍ଟ୍ରକସନ ଇଣ୍ଡିଆ କମ୍ପାନୀର କଣ୍ଟ୍ରାକ୍ଟର ଦୀନେଶ ପାଠକଙ୍କୁ ୧୮ ଲକ୍ଷ ଟଙ୍କାର ବିଲ ପୈଠ କନରିବାରୁ ଭୁବନେଶ୍ୱର ସିନିୟର ଡିଭିଜନ ସବ-ଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ ।…

ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍

ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର ୧୪ ତାରିଖରେ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ନିଷ୍ପତ୍ତି…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର:ଆସନ୍ତାକାଲି ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ । ଏହାକୁ ଉଦଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ୧୮ ତାରିଖ ଠାରୁ ଏଥିରେ ବସିପାରିବେ ପର୍ଯ୍ୟଟକ । ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରିବ ଏହି ରୋପୱେ । ଏହି…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଓଡିଆ ସାଧବ ପୁଅର ବୋଇତ

ଭୁବନେଶ୍ୱର: ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରାଚୀନ ଉତ୍କଳୀୟ…

ସରକାରଙ୍କ ସହଯୋଗରେ ରାଜ୍ୟରେ ନିବେଶ କରିପାରନ୍ତି ଭିଏତନାମ ପ୍ରତିନିଧି

ଭୁବନେଶ୍ଵର: ଆନ୍ତର୍ଜାତୀୟ ସହଯୋଗ ତଥା ଅର୍ଥନୈତିକ ଅଭିବୃଦ୍ଧି ବଢାଇବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ଭିଏତନାମ ଭିନ୍ ଲଙ୍ଗ ପ୍ରଦେଶର ୨୨ଜଣିଆ ପ୍ରତିନିଧୀ ଦଳ ଓଡିଶା ଗସ୍ତରେ ଆସି ବୟନଶିଳ୍ପ, କୃଷି, ଇଞ୍ଜିନିୟରିଂ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍…

ବାତ୍ୟା ଯିବ ବାଂଲାଦେଶ ! ଓଡିଶାରେ ପଡିବନି ପ୍ରଭାବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟାର ରୂପ ନେବ  । ଆଜି ଏହା ଘଣ୍ଟାପ୍ରତି ୧୭ କିମି ବେଗରେ ଗତିକରୁଛି  । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ , ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ରହିଛି । କାଳକ୍ରମେ ଏହା ଉତ୍ତର-ଉତ୍ତର ପୂର୍ବ…

ଗଭୀର ଅବପାତର ରୂପ ନେଲା ଲଘୁଚାପ : କାଲି ବାତ୍ୟାର ରୂପ ନେବା ସମ୍ଭାବନା ! ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ବର :  ଗଭୀର ଅବପାତର ରୂପ ନେଇଛି ଲଘୁଚାପ । କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି ।…

ରେଳ ଧାରଣାରେ ପଶୁ ଜନିତ ଦୁର୍ଘଟଣା ଏଡ଼ାଇବାକୁ ପୂର୍ବତଟ ରେଳପଥର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଅନେକ ସମୟରେ ରେଳ ଧାରଣାରେ ଗୃହପାଳିତ ପଶୁ ବିଚରଣ କରିବା ଦ୍ବାରା ଦୁର୍ଘଟଣା ଘଟୁଛି । ତେବେ ପୂର୍ବତଟ ରେଳପଥ ପକ୍ଷରୁ ଦୁର୍ଘଟଣାକୁ ଏଡ଼ାଇବା ଏବଂ ରେଳ…